ଦିନକ ପରେ ବାଜିବ ସେସୁର ଛାଟ, ଟାର୍ଗେଟରେ ଅଛନ୍ତି ବ୍ୟବସାୟିକ ପ୍ରତିଷ୍ଠାନ ୨୫ହଜାର ଟଙ୍କାରୁ ଅଧିକ ବାକି ରଖିଥିବା…
କେନ୍ୟୁଜ୍(ବ୍ୟୁରୋ): ମଝିରେ ଆଉ ଦୁଇ ଦିନ। ସେସୁ ଅଧିନରେ ଉପଭୋକ୍ତାମାନେ ଆସନ୍ତା ୧୫ ତାରିଖ ସୁଦ୍ଧା ବକେୟା ବିଲ୍ ପଇଠ ନ କଲେ ସେମାନଙ୍କ ବିଜୁଳି ସଂଯୋଗ କାଟି ଦିଆଯିବ। ବିଦ୍ୟୁତ୍ କାଟ୍ ପ୍ରକ୍ରିୟା ଆରମ୍ଭ ପାଇଁ ସେସୁ ପକ୍ଷରୁ ଆରମ୍ଭ ହୋଇଛି ପ୍ରସ୍ତୁତି। ୧୫ସୁଦ୍ଧା ବକେୟା ପୈଠ ନକଲେ…