Browsing Tag

international coastal clean day

ଆଜି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍‌ ଡେ, ପୁରୀ ସମୁଦ୍ର ବେଳାଭୂମିରେ କରାଯାଇଛି ମେଗା ସଫେଇ କାର୍ଯ୍ୟକ୍ରମ

ପୁରୀ : ଆଜି ଇଣ୍ଟରନ୍ୟାସନାଲ କୋଷ୍ଟାଲ କ୍ଲିନ୍‌ଅପ୍‌ ଡେ । ଏହି ଅବସରରେ ପୁରୀ ସମୁଦ୍ର ବେଳାଭୂମିରେ ମେଗା ସଫେଇ କାର୍ଯ୍ୟକ୍ରମ କରାଯାଇଛି । ଜିଲ୍ଲାର ସମୁଦାୟ ୧୩୮ କିଲୋମିଟର ସମୁଦ୍ର ବେଳାଭୂମିକୁ ସଫେଇ କରାଯାଇଛି । ଏଥିପାଇଁ ପୁରୀ ଜିଲ୍ଲାର ସମୁଦ୍ରକୂଳେ କୂଳେ ୧୦୦ଟି ସ୍ଥାନରେ ୧୦ ହଜାରରୁ…