ଆଜିଠୁ ଆରମ୍ଭ ଆଇପିଏଲ ଟୁର୍ଣ୍ଣାମେଣ୍ଟ, ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ମୁମ୍ବାଇ ଇଣ୍ଡିଆନ୍ସ ଓ ଚେନ୍ନାଇ…
ୟୁଏଇ: ଆଜିଠୁ IPL। କ୍ରିକେଟର ମହାସମର । ଉଦ୍ଘାଟନୀ ମ୍ୟାଚ୍ରେ ମୁହାଁମୁହିଁ ହେବେ ପୂର୍ବ ଥରର ଚାମ୍ପିଅନ୍ ମୁମ୍ବାଇ ଇଣ୍ଡିଆନ୍ସ ଓ ରନର୍ସ ଅପ୍ ଚେନ୍ନାଇ ସୁପରକିଙ୍ଗ୍ସ । ସନ୍ଧ୍ୟା ସାଢେ ୭ଟାରେ ମ୍ୟାଚ୍ ଆରମ୍ଭ ହେବ । ଆଜିର ମ୍ୟାଚ୍ ଉପରେ ଫ୍ୟାନ୍ଙ୍କ ନଜର ରହିଛି । ବିଶେଷ କରି…