Below header
Browsing Tag

IPL MATCH RESULT

କୋହଲି, ଡୁ ପ୍ଲେସିସ୍‌ ଓ ସିରାଜଙ୍କ ଦମଦାର ଖେଳ, ଆରସିବି ହରାଇଲା ପଞ୍ଜାବ କିଙ୍ଗସକୁ

ମୋହଲି : ଆଜି ଆଇପିଏଲ୍‌ ମ୍ୟାଚ୍‌ରେ ପଞ୍ଜାବ କିଙ୍ଗସକୁ ୨୪ ରନ୍‌ରେ ହରାଇଲା ରୟାଲ ଚ୍ୟାଲେଞ୍ଜର୍ସ ବାଙ୍ଗାଲୋର । ପ୍ରଥମେ ବ୍ୟାଟିଂ କରି ଆରସିବି ୪ ଓ୍ଵିକେଟ୍‌ରେ ୧୭୪ ରନ୍‌ ସ୍କୋର କରିଥିଲା । ବିରାଟ କୋହଲି ୪୭ ବଲ୍‌ରେ ୫୯ ଏବଂ ଡୁ ପ୍ଲେସିସ୍‌ ୫୬ ବଲ୍‌ରେ ୮୪ ରନ୍‌ କରିଥିଲେ । ପ୍ରଥମ…

ଆଇପିଏଲ : ସଂଜୁ ଶାମ୍ସନଙ୍କ ଜୋରଦାର ଶତକ ସତ୍ୱେ ପଞ୍ଜାବ ଠାରୁ ୪ ରନରେ ହାରିଗଲା ରାଜସ୍ଥାନ

ମୁମ୍ବାଇ : ଆଜି ଆଇପିଏଲ୍‌ରେ ପରସ୍ପରକୁ ଭେଟିଛନ୍ତି କିଙ୍ଗସ ପଞ୍ଜାବ ଏକାଦଶ ଏବଂ ରାଜସ୍ଥାନ ରୟାଲ୍‌ସ । ଆଜିର ମ୍ୟାଚ୍‌ରେ ରାଜସ୍ଥାନକୁ ପଞ୍ଜାବ ହରାଇଛି । ଅଧିନାୟକ ସଂଜୁ ଶାମ୍ସନଙ୍କ ଜୋରଦାର ଶତକ ସତ୍ୱେ ପଞ୍ଜାବ ଠାରୁ ୪ ରନରେ ହାରିଗଲା ରାଜସ୍ଥାନ । ତାଙ୍କର ସବୁ ସାଥୀ ଅଳ୍ପ ରନରେ ଆଉଟ…

ମାତ୍ର ୧ ରନରେ RCB ଜିତିବା ପରେ, ଧୋନୀ କହିଲେ ମ୍ୟାଚ ହାରିବାର ଅସଲି କାରଣ

ବାଙ୍ଗାଲୁରୁର ଏମ୍.ଚିନ୍ନାସ୍ବାମୀ ଷ୍ଟାଡିୟମରେ ଗତକାଲି ଖେଳାଯାଇଥିଲା ଆଇପିଏଲ-୧୨ର ରେମାଞ୍ଚକର ମୁକାବିଲା।ଏଥିରେ ରୟାଲ ଚାଲେଞ୍ଜରର୍ସ ବେଙ୍ଗାଲୁରୁ ନିକଟରୁ ମାତ୍ର ୧ରନରେ ଚେନ୍ନାଇ ସୁପରକିଙ୍ଗସ୍ ପରାସ୍ତ ହୋଇଛି। ମ୍ୟାଚ ହାରିବା ପରେ ଚେନ୍ନାଇର ଅଧିନାୟକ ମହେନ୍ଦ୍ର ସିଂ ଧୋନୀ ଇଣ୍ଟରଭ୍ଯୁରେ…

ଆଇପିଏଲ୍‌ ଟକ୍କର : ପଞ୍ଜାବ ଠାରୁ ୮ ଓ୍ଵିକେଟ୍‌ରେ ହାରିଲା ମୁମ୍ବାଇ

ଚଣ୍ଡିଗଡ଼ : ଆଜି ଆଇପିଏଲ୍‌ ଦ୍ୱାଦଶ ସଂସ୍କରଣର ନବମ ମ୍ୟାଚ୍‌ରେ ମୁମ୍ବାଇ ଇଣ୍ଡିଆନ୍ସକୁ ୮ ଓ୍ଵିକେଟ୍‌ରେ ବିଜୟୀ ହୋଇଛି କିଙ୍ଗସ ଇଲେଭେନ୍‌ ପଞ୍ଜାବ । କେଏଲ୍‌ ରାହୁଲଙ୍କ ଅପରାଜିତ ୭୧ ରନ୍‌ (୫୭ ବଲ୍‌, ୬ ଚୌକା ଓ ୧ ଛକ) ସାଙ୍ଗକୁ ଦୁର୍ଦ୍ଧର୍ଷ କ୍ରିସ୍‌ ଗେଲ୍‌ଙ୍କ ୨୪ ବଲ୍‌ରୁ ୪୦ ରନ୍‌ (୩…