Below header
Browsing Tag

IPL TODAY

ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା

ନୂଆଦିଲ୍ଲି : ଆଜିଠୁ ଆଇପିଏଲର ୧୫ତମ ସଂସ୍କରଣର ଦ୍ୱିତୀୟ ପର୍ଯ୍ୟାୟ ମୁକାବିଲା । ୟୁଏଇରେ ଖେଳାଯିବ ଅତିରିକ୍ତ ମ୍ୟାଚ୍‌ । ପ୍ରଥମ ମ୍ୟାଚ୍‌ରେ ଡିଫେଣ୍ଡିଂ ଚାମ୍ପିଅନ ମୁମ୍ବାଇ ଇଣ୍ଡିଆନ୍ସ ସହ ଚେନ୍ନାଇ ସୁପର କିଙ୍ଗ୍ସ ମୁକାବିଲା । ସଂଧ୍ୟା ୭.୩୦ ମିନିଟରେ ମ୍ୟାଚ୍‌ ଅନୁଷ୍ଠିତ ହେବ । ଦ୍ୱିତୀୟ…

ଆଇପିଏଲ : ଟପର ଦିଲ୍ଲୀ କ୍ୟାପିଟାଲସକୁ ଭାରି ପଡିଲା ମୁମ୍ବାଇ ଇଣ୍ଡିଆନସ, ଆବୁଧାବିରେ ଧୂଳି ଚଟାଇଲା

ଆବୁଧାବି : ଟାଇଟଲ ଦୌଡ଼ରେ ଆଗରେ ଥିବା ମୁମ୍ବାଇ ଇଣ୍ଡିଆନସ ଚଳିତ ଆଇପିଏଲରେ ଏକ ଚମତ୍କାର ହାସଲ କରିଛି । ଆଜି ରୋହିତ ଶର୍ମାଙ୍କ ଦଳ ପଏଣ୍ଟ ତାଲିକାରେ ଆଗରେ ଥିବା ଦିଲ୍ଲୀ କ୍ୟାପିଟାଲସକୁ ଉଇକେଟରେ ହରାଇଛି । ଫଳରେ ଉଭୟ ଦଳ ଏବେ ତାଲିକାରେ ସମାନ ୧୦ ପଏଣ୍ଟ ସହ ଆଗ ପଛ ହୋଇ ରହିଛନ୍ତି ।…

ଆଇପିଏଲ୍‌ : ରାଜସ୍ଥାନ ରୟାଲ୍ସ ବିପକ୍ଷରେ ୧୯୩ ରନ୍‌ ସ୍କୋର କଲା ମୁମ୍ବାଇ ଇଣ୍ଡିଆନ୍ସ

ଆବୁଧାବି : ଆଜି ଆଇପିଏଲ୍‌ରେ ମୁମ୍ବାଇ ଇଣ୍ଡିଆନ୍ସ ରାଜସ୍ଥାନ ରୟାଲ୍ସକୁ ୧୯୪ ରନ୍‌ର ବିଜୟଲକ୍ଷ୍ୟ ଦେଇଛି । ନିର୍ଦ୍ଧାରିତ ୨୦ ଓଭର୍‌ରେ ମୁମ୍ବାଇ ୪ ଓ୍ଵିକେଟ୍‌ ହରାଇ ୧୯୩ ରନ୍‌ କରିଛି । ଆଜି ମୁମ୍ବାଇ ଇଣ୍ଡିଆନ୍ସ ଅଧିନାୟକ ରୋହିତ ଶର୍ମା ଟସ୍‌ ଜିତି ପ୍ରଥମେ ବ୍ୟାଟିଂ ପାଇଁ ପଡ଼ିଆକୁ…

ଆଇପିଏଲ : ରାଜସ୍ଥାନକୁ ପ୍ରଥମ ପରାଜୟ ଭେଟି ଦେଲା କୋଲକାତା ନାଇଟ ରାଇଡ଼ର୍ସ

ଦୁବାଇ : ଉଭୟ ବ୍ୟାଟିଂ ଓ ବୋଲିଂରେ ବଢିଆ ପ୍ରଦର୍ଶନ କରି ଆଇପିଏଲରେ ଆଜି ରାଜସ୍ଥାନ ରୟାଲସକୁ ୩୭ ରନରେ ହରାଇଛି କୋଲକାତା ନାଇଟ ରାଇଡ଼ର୍ସ । ରାଜସ୍ଥାନ ଟସ ଜିତି ପ୍ରଥମେ ବୋଲିଂ ନେଇଥିଲା । କେକେଆର ୬ ଉଇକେଟରେ କରିଥିଲା ୧୭୪ ରନ । ଜବାବରେ ରାଜସ୍ଥାନ ୨୦ ଓଭରରେ ୯ ଉଇକେଟ ହରାଇ ୧୩୭ ରନ ହିଁ…

ଆଇପିଏଲ : ଦିଲ୍ଲୀ କ୍ୟାପିଟାଲସକୁ ୧୫ ରନରେ ହରାଇଲା ସନରାଇଜର୍ସ ହାଇଦ୍ରାବାଦ

ଆବୁଧାବି : ସନରାଇଜର୍ସ ହାଇଦ୍ରାବାଦର ବୋଲିଂ ଆଗରେ ଫେଲ ମାରିଲେ ଦିଲ୍ଲୀ କ୍ୟାପିଟାଲସର ବ୍ୟାଟ୍ସମ୍ୟାନ । ଆଜି ଆଇପିଏଲରେ ହାଇଦ୍ରାବାଦ ୧୫ ରନରେ ଦିଲ୍ଲୀ କ୍ୟାପିଟାଲସକୁ ହରାଇ ବିଜୟୀ ହୋଇଛି । ପ୍ରଥମେ ବ୍ୟାଟିଂ କରି ହାଇଦ୍ରାବାଦ ୨୦ ଓଭରରେ ୪ ଉଇକେଟ ହରାଇ ୧୬୨ ରନ କରିଥିଲା । ଓପନର ୱାର୍ନର…

ଆଇପିଏଲ୍‌ : ଆଜି କୋଟଲାରେ ଚେନ୍ନାଇ ସୁପରକିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଟକ୍କର, ମ୍ୟାଚ୍‌ ପୂର୍ବରୁ ଧୋନି କଣ କହିଲେ…

ନୂଆଦିଲ୍ଲୀ : ଆଜି ଦିଲ୍ଲୀର ଫିରୋଜଶାହ କୋଟଲା ଗ୍ରାଉଣ୍ଡରେ ଆଇପିଏଲ୍‌ ଟକ୍କରରେ ଓହ୍ଲାଇବେ ଚେନ୍ନାଇ ସୁପର କିଙ୍ଗସ ଓ ଦିଲ୍ଲୀ କ୍ୟାପିଟାଲ୍ସ ଦଳ । ଚେନ୍ନାଇରେ ଖେଳାଯାଇଥିବା ପ୍ରଥମ ମ୍ୟାଚ୍‌ରେ ମହେନ୍ଦ୍ର ସିଂହ ଧୋନିଙ୍କ ଚେନ୍ନାଇ ସୁପର କିଙ୍ଗସ ବିରାଟ କୋହଲିଙ୍କ ରୟାଲ ଚ୍ୟାଲେଞ୍ଜର୍ସ…