ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଉଛି ଅମିର ତନୟା ଇରାଙ୍କର ଏହି ଫଟୋ, ଫ୍ୟାନ୍ ବି ଖୁସ୍
ଅମିର ଖାନ୍ଙ୍କ ଝିଅ ଇରା ଖାନ୍ଙ୍କ ବୋଲ୍ଡ ଫଟୋଶୁଟ୍ ଦେଖିଲେ ଆପଣ ବାୟା ହୋଇଯିବେ। ଯଦିଓ ସେ ବଲିଉଡ୍ ଅଭିନେତ୍ରୀ ନୁହଁନ୍ତି, କିନ୍ତୁ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।
View this post on Instagram…