ସୋସିଆଲ ମିଡିଆରେ ନିଆଁ ଲଗାଇ ଦେଉଛି ଅମିର ତନୟା ଇରାଙ୍କର ଏହି ଫଟୋ, ଫ୍ୟାନ୍‌ ବି ଖୁସ୍‌

ଅମିର ଖାନ୍‌ଙ୍କ ଝିଅ ଇରା ଖାନ୍‌ଙ୍କ ବୋଲ୍ଡ ଫଟୋଶୁଟ୍‌ ଦେଖିଲେ ଆପଣ ବାୟା ହୋଇଯିବେ। ଯଦିଓ ସେ ବଲିଉଡ୍‌ ଅଭିନେତ୍ରୀ ନୁହଁନ୍ତି, କିନ୍ତୁ ଫଟୋ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରୁଛି।

 

View this post on Instagram

 

What a view… 📸 @photographybyroozbeh . . . #whataview #seasonsmumbai #shoot #photooftheday

A post shared by Ira Khan (@khan.ira) on

ଏବେ ଏବେ ଇରା ନିଜର ଏକ ଫଟୋକୁ ଇଣ୍ଟରନେଟ୍‌ରେ ଶେୟାର କରିଛନ୍ତି, ଯେଉଁଥିରେ ସେ ବ୍ୟାକ୍‌ଲେସ ଗାଉନ୍‌ ପିନ୍ଧିଥିବା ନଜର ଆସିଛନ୍ତି। ତାଙ୍କ ଫିଗର ଏଥିରେ ପୂରା ଏକ୍ସପୋଜ୍‌ ହୋଇଥିବା ଦେଖିବାକୁ ମିଳିଛି। ଏହି ଫଟୋ ଖୁବ୍‌ ବୋଲ୍ଡ ଲାଗୁଛି। ତେବେ ଇରାଙ୍କର ଏଭଳି ଫଟୋଶୁଟକୁ ତାଙ୍କ ଫ୍ୟାନ୍‌ମାନେ ବେଶ୍‌ ପ୍ରଶଂସା କରିଛନ୍ତି।

 

View this post on Instagram

 

What a view… 📸 @photographybyroozbeh . . . #whataview #seasonsmumbai #shoot #photooftheday

A post shared by Ira Khan (@khan.ira) on

ଇରା ଖାନ୍‌ ସୋସିଆଲ ମିଡିଆରେ ଖୁବ୍‌ ଆକ୍ଟିଭ୍‌ ରହିଥାଆନ୍ତି। ପ୍ରାୟତଃ ସବୁବେଳେ ସେ ନିଜ ପ୍ରଫେଶନାଲ୍‌ ଏବଂ ପର୍ସନାଲ୍‌ ଲାଇଫ୍‌ ସହ ଜଡ଼ିତ ଫଟୋଗୁଡ଼ିକୁ ଇନ୍‌ଷ୍ଟାଗ୍ରାମ ଆକାଉଣ୍ଟରେ ଶେୟାର କରିଥାଆନ୍ତି। ଆଉ ତାଙ୍କ ଫଟୋଗୁଡ଼ିକ ମଧ୍ୟ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହୋଇଥାଏ। ଏପରି କି, ସେ ଅନେକ ଥର ନିଜ ବୋଲ୍ଡ ଏବଂ ସେକ୍ସି ଫଟୋଶୁଟ୍‌ ପାଇଁ ଟ୍ରୋଲର୍ସଙ୍କ ସାମ୍ନା ମଧ୍ୟ କରିଛନ୍ତି।

 

View this post on Instagram

 

What a view… 📸 @photographybyroozbeh . . . #whataview #seasonsmumbai #shoot #photooftheday

A post shared by Ira Khan (@khan.ira) on

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.