ମୁମ୍ବାଇରେ ହେଲା ଆମିର ଖାନଙ୍କ ଝିଅ ଇରା ଖାନଙ୍କ ରିସେପ୍ସନ ପାର୍ଟି, ଯୋଗ ଦେଲେ ଅନେକ ସେଲିବ୍ରିଟି
ଉଦୟପୁରରେ ଆମିର ଖାନ ଏବଂ ରେନା ଦତ୍ତଙ୍କ ଝିଅ ଇରା ଖାନ ଏବଂ ନୁପୁର ଶିଖରଙ୍କ ସହ ରୟାଲ ବିବାହ ପରେ ବର୍ତ୍ତମାନ ମୁମ୍ବାଇରେ ସେମାନଙ୍କର ଏକ ବଡ଼ ରିସେପ୍ସନ୍ କରାଯାଇଥିଲା । ଇରା ଓ ନୁପୁର ପ୍ରଥମେ ଜାନୁଆରୀ ୩ରେ ବିବାହ କରିଥିଲେ ଏବଂ ପରେ ଜାନୁଆରୀ ୧୦ ରେ ଉଦୟପୁରରେ ଏକ ରୟାଲ ବିବାହ କରିଥିଲେ…