Below header
Browsing Tag

irda

ପୁଣି ଜାତୀୟ ସ୍ତରରେ ଓଡ଼ିଆଙ୍କ ଦବଦବା, IRDA କମିଟିରେ ସ୍ଥାନ ପାଇଲେ ତ୍ରିନାଥ ଲେଙ୍କା

କେନ୍ୟୁଜ୍(ବ୍ୟୁରୋ): କେନ୍ଦ୍ର ସରକାରଙ୍କ ବୀମା ନିୟାମକ ଆୟୋଗଙ୍କ ଦ୍ୱାରା ଗଠିକ କମିଟିରେ ସ୍ଥାନ ପାଇଛନ୍ତି ଡବ୍ଲୁସି ୱାଲେଟ ଆଡଭାଇଜରୀର ପ୍ରିନ୍ସିପାଲ ଅଫିସର ତ୍ରିନାଥ ଲେଙ୍କା । ବୀମା ବାହାକ ଓ ବୀମା ବିସ୍ତାର କାର୍ଯ୍ୟକାରୀ ପାଇଁ ଆୟୋଗ ଗଠନ କରିଥିବା ୨୪ ଜଣିଆ କମିଟିରେ ସେ ସ୍ଥାନ…

ଏବେ ଅନ୍‌ଲାଇନ୍‌ରେ ବି କ୍ୟାନ୍‌ସଲ କରିପାରିବେ ବୀମା ପଲିସି, IRDA ଜାରି କଲା ନୂଆ ନିୟମ

ଇ-ପଲିସି ଜାରି କରିବା ପରେ ଏହାକୁ ଅନ୍‌ଲାଇନ୍‌ କ୍ୟାନ୍‌ସଲ କରିବାକୁ ଅପ୍‌ସନ୍‌ ଦେବାକୁ ଇନ୍‌ସ୍ୟୁରାନ୍ସ କମ୍ପାନୀକୁ ନିର୍ଦ୍ଦେଶ ଦେଇଛି ବୀମା ନିୟାମକ ସଂସ୍ଥା ଇରଡା (IRDA)। ଇରଡା କହିଛି ଯେ ଗ୍ରାହକ ଏବେ ଫ୍ରି ଲୁକ୍‌ ଅବଧି ମଧ୍ୟରେ ଏହାକୁ ଅନ୍‌ଲାଇନ୍‌ କ୍ୟାନ୍‌ସଲ କରିପାରିବେ। ଏହି…

ଏବେ ସ୍ୱାସ୍ଥ୍ୟ ବୀମାକାରୀଙ୍କୁ ମିଳିବ ଏହିସବୁ ଅତିରିକ୍ତ ସୁବିଧା, ଘୋଷଣା କଲା IRDA

ସ୍ୱାସ୍ଥ୍ୟବୀମାକାରୀଙ୍କ ଲାଗି ଖୁସି ଖବର। ଏବେ ହେଲ୍‌ଥ୍‌ ଇନ୍‌ସ୍ୟୁରାନ୍ସ କରୁଥିବା ବ୍ୟକ୍ତିଙ୍କୁ ମାଗଣାରେ କେତେକ ସୁବିଧା ସୁଯୋଗ ଯୋଗାଇ ଦେବାକୁ ଇନ୍‌ସ୍ୟୁରାନ୍ସ ରେଗୁଲେଟରୀ ଆଣ୍ଡ ଡେଭଲପ୍‌ମେଣ୍ଟ ଅଥରିଟି (IRDA) ଯୋଜନା କରୁଛି। ଖୁବ୍‌ଶୀଘ୍ର ବୀମାକାରୀଙ୍କୁ କେବଳ ମାଗଣାରେ ଚିକିତ୍ସା…

୧୫ ହଜାର ୧୬୭ କୋଟି ବୀମା ରାଶିର କେହି ଦାବିଦାର ନାହାନ୍ତି

ଦେଶର ବିଭିନ୍ନ ବୀମା କମ୍ପାନୀରେ ଏବେ ପଡ଼ି ରହିଛି ୧୫ ହଜାର ୧୬୭ କୋଟି ଟଙ୍କା । ଯାହାର କେହି ଦାବିଦାର ନାହାନ୍ତି । ଆଇଆରଡିଏ ଏହି ତଥ୍ୟ ଦେଇଛି । ୨୦୧୮ ମାର୍ଚ୍ଚ ୩୧ ସୁଦ୍ଧା ୨୩ଟି ବୀମା କମ୍ପାନୀ ପାଖରେ ଏହି ପରିମାଣର ଟଙ୍କା ପଡ଼ି ରହିଛି । ଏଲ୍‌ଆଇସି ପାଖରେ ୧୦, ୫୦୯ କୋଟି ଟଙ୍କା ପଡ଼ି…