Browsing Tag

Israel attack

ଲେବାନନ ଉପରେ ରକେଟ ଆକ୍ରମଣ କଲା ଇସ୍ରାଏଲ, ୧୧ ମୃତ, ୪୮ ଆହତ

ଲେବାନନ ଉପରେ ପୁଣି ଆକ୍ରମଣ କରିଛି ଇସ୍ରାଏଲ । ଇସ୍ରାଏଲ ଲେବାନନ ଉପରେ କରିଛି ରକେଟ୍‌ ମାଡ଼ କରିଥିବା ବେଳେ ୧୧ ଜଣଙ୍କ ମୃତ୍ୟୁ ହୋଇଛି । ସେହିପରି ୪୮ ଜଣ ଆହତ ହୋଇଛନ୍ତି । ଲେବନାନର ଟାୟର ଅଞ୍ଚଳରେ ଏହି ଆକ୍ରମଣ ହୋଇଛି । ରବିବାର ଇସ୍ରାଏଲ ଆକ୍ରମଣରେ ହେଜବୁଲ୍ଲାର ମୁଖ୍ୟ ମୁଖପାତ୍ର ମହମ୍ମଦ…

ଅକ୍ଟୋବର ୭ ଆକ୍ରମଣ ପୂର୍ବରୁ ବଙ୍କରରେ ପରିବାର ସହ ଲୁଚିଥିଲେ ୟାହ୍ୱା ସିନଓ୍ୱାର, ଇସ୍ରାଏଲ ଜାରି କଲା ଭିଡିଓ

ମୃତ ହମାସ୍‌ ମୁଖ୍ୟ ୟାହ୍ୱା ସିନଓ୍ୱାରଙ୍କର ଏକ ନୂଆ ଭିଡିଓ ଜାରି କରିଛି ଇସ୍ରାଏଲ ସେନା । ୨୦୨୩ ଅକ୍ଟୋବର ୭ରେ ଇସ୍ରାଏଲ ଉପରେ ଆକ୍ରମଣ ପୂର୍ବରୁ ଏହି ଭିଡିଓ ରେକର୍ଡ କରାଯାଇଥିଲା । ଗତ ବର୍ଷ ହୋଇଥିବା ଏହି ଆକ୍ରମଣର ମାଷ୍ଟରମାଇଣ୍ଡ ଥିଲେ ସିନଓ୍ୱାର । ଆକ୍ରମଣରେ ୧୨୦୦ରୁ ଅଧିକ ଇସ୍ରାଏଲ…

ହିଜବୁଲ୍ଲାର ଅଣ୍ଟା ଭାଙ୍ଗିଦେଲା ଇସ୍ରାଏଲ, ୪ ଦିନରେ ୨୦୦୦ ଆଡ୍ଡା ଧ୍ୱଂସ, ୨୫୦ ଆତଙ୍କୀ ମୃତ

ଇସ୍ରାଏଲ ସେନା ଗତ ଚାରିଦିନ ମଧ୍ୟରେ ଲେବନାନ ଉପରେ ଅନେକ ଆକ୍ରମଣ କରିଛି । ଇସ୍ରାଏଲ ଡିଫେନ୍ସ ଫୋର୍ସ ଦାବି କରିଛି କି, ଲେବାନନରେ ୨୫୦ ହିଜବୁଲ୍ଲା ସୈନ୍ୟଙ୍କୁ ହତ୍ୟା କରିଛି । IDF ଗତ ୪ ଦିନ ମଧ୍ୟରେ ୨୫୦ ହିଜବୁଲ୍ଲା ଯୋଦ୍ଧାଙ୍କୁ ହତ୍ୟା କରିଥିବା ନେଇ ଏକ ବିବୃତ୍ତିରେ ପ୍ରକାଶ କରିଛି ।…

ଇସ୍ରାଏଲର ଗୁଳିମାଡରେ ଚାଲିଗଲେ ଗର୍ଭବତୀ ମହିଳା, ହେଲେ ଗର୍ଭରୁ ବାହାରିଲା ଜୀବନ୍ତ ଶିଶୁ

କଥାରେ ଅଛି ରଖେ ହରି ତ ମାରେ କିଏ । ଯାହାର ଉଦାହରଣ ଦେଖିବାକୁ ମିଳିଛି । ଇସ୍ରାଏଲ ଏବଂ ହମାସ ମଧ୍ୟରେ ହୋଇଥିବା ଯୁଦ୍ଧ ଥମିବାର ନାଁ ଧରୁନି । ଏହାମଧ୍ୟରେ ଇସ୍ରାଏଲ ସେନା ଗାଜାର ରାଫା ସହରରେ ଗୁଳିମାଡ କରିଥିଲା । ଏହି ଘଟଣାରେ ୧୯ ଜଣଙ୍କର ମୃତ୍ୟୁ ହୋଇଥିଲା । ଇସ୍ରାଏଲ ଆକ୍ରମଣରେ…

ଇସ୍ରାଏଲ-ଇରାନ ଛାୟା ଯୁଦ୍ଧ; ଆମେରିକାରେ ହାଇଆଲର୍ଟ ଜାରି

ଇସ୍ରାଏଲ-ଇରାନ ଛାୟା ଯୁଦ୍ଧ ମଧ୍ୟରେ ଆମେରିକାରେ ହାଇଆଲର୍ଟ ଜାରି ହୋଇଛି । ଗୋଟିଏ ପଟେ ଇସ୍ରାଏଲ-ହମାସ ଯୁଦ୍ଧ ଲାଗି ରହିଥିବା ବେଳେ ଏବେ ଇସ୍ରାଏଲ ଉପରେ ନୂଆ ସମସ୍ୟା ସୃଷ୍ଟି ହୋଇଛି । ଇସ୍ରାଏଲ ବିପକ୍ଷରେ ଯୁଦ୍ଧ କରିବାକୁ ପ୍ରସ୍ତୁତ ଚଳାଇଛି ଇରାନ । ସିରିଆର ରାଜଧାନୀ ଡାମାସକସ ଇରାନୀ…