Below header
Browsing Tag

Israel Hamas war

ଗାଜାରେ ଯୁଦ୍ଧ ବିରାମ ହେବ ନାହିଁ, ବିଜୟ ପର୍ଯ୍ୟନ୍ତ ଚାଲିବ ଯୁଦ୍ଧ: ନେତାନ୍ୟାହୁ

ନୂଆଦିଲ୍ଲୀ : ଗାଜାରେ ଯୁଦ୍ଧ ବିରାମ ହେବ ନାହିଁ । ବିଜୟ ପର୍ଯ୍ୟନ୍ତ ଚାଲିବ ଯୁଦ୍ଧ । ଇସ୍ରାଏଲ-ହମାସ୍ ଯୁଦ୍ଧକୁ ନେଇ ବଡ଼ ପ୍ରତିକ୍ରିୟା ରଖିଛନ୍ତି ପ୍ରଧାନମନ୍ତ୍ରୀ ବେଞ୍ଜାମିନ ନେତାନ୍ୟାହୁ । ଅକ୍ଟୋବର ୭ ଆକ୍ରମଣରେ ହାମାସ ଦ୍ବାରା ୨୩୦ରୁ ଅଧିକ ବନ୍ଧକଙ୍କୁ ମୁକ୍ତ କରିବା ପାଇଁ ଅନ୍ୟ…

ଗାଜାରେ ମୃତ୍ୟୁସଂଖ୍ୟା ୭ ହଜାର ପାର; ଏଣେତେଣେ ପଡି ରହିଛି କୁଢ କୁଢ ଶବ, ମହାମାରୀ ଆଶଙ୍କା

ନୂଆଦିଲ୍ଲୀ : ଇସ୍ରାଏଲ ସେନାର ଭୟଙ୍କର ପ୍ରତିଶୋଧ। ଉତ୍ତର ଗାଜାରେ ସାରା ରାତି ବୋମାମାଡ଼ । ଉଭୟ ଆକାଶ ଓ ସ୍ଥଳ ଭାଗରୁ ଆକ୍ରମଣ । ହମାସର ୧୫୦ରୁ ଅଧିକ ସୁଡ଼ଙ୍ଗକୁ ଟାର୍ଗେଟ । ଛାରଖାର ଗାଜା। ଇସ୍ରାଏଲ୍-ହାମାସ୍ ଯୁଦ୍ଧକୁ ୨୨ ଦିନ ପୁରିଛି । ପୂରା ମଶାଣିରେ ପରିଣତ ହୋଇଛି ଗାଜା ଷ୍ଟ୍ରିପ୍ ।…

କାହିଁକି ଇସ୍ରାଏଲ୍‌ ଉପରେ ଆକ୍ରମଣ କଲା ହମାସ୍‌? ଭାରତ କନେକ୍ସନକୁ ନେଇ ବଡ଼ ଦାବି କଲେ ଆମେରିକା ରାଷ୍ଟ୍ରପତି

ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍‌ ଇସ୍ରାଏଲ ଉପରେ ହମାସର ବର୍ବର ଆକ୍ରମଣକୁ ନେଇ ଏକ ବଡ଼ ଦାବି କରିଛନ୍ତି। ଜୋ ବାଇଡେନ୍‌ କହିଛନ୍ତି ଯେ ନିକଟରେ ନୂଆଦିଲ୍ଲୀରେ ଜି-୨୦ ଶିଖର ସମ୍ମିଳନୀ ସମୟରେ 'ଇଣ୍ଡିଆନ୍‌ ମିଡିଲ୍‌ ଇଷ୍ଟ୍‍ ୟୁରୋପ୍‌ କରିଡର୍‌ (ଭାରତୀୟ ମଧ୍ୟ ପୂର୍ବ ୟୁରୋପ କରିଡର)' ଘୋଷଣା…

ଗୁଟେରସଙ୍କ ଟିପ୍ପଣୀକୁ ନେଇ ବିବାଦ: ଜାତିସଂଘ ଅଧିକାରୀଙ୍କ ଭିସା ବାତିଲ କଲା ଇସ୍ରାଏଲ

ନୂଆଦିଲ୍ଲୀ : ଗାଜାକୁ ନେଇ ଜାତିସଂଘ-ଇସ୍ରାଏଲ ମୁହାଁମୁହିଁ। ଗାଜାରେ ତୁରନ୍ତ ଅସ୍ତ୍ରବିରତି ପାଇଁ ଆହ୍ବାନ ଦେଇଥିଲେ ଜାତିସଂଘ ମହାସଚିବ ଆଣ୍ଟୋନିଓ ଗୁଟେରସ। ଗାଜାରେ ଅନ୍ତର୍ଜାତୀୟ ମାନବୀୟ ଆଇନର ଖୋଲା ଉଲଂଘନ ହେଉଥିବା କହିଥିଲେ ଗୁଟେରସ। ପ୍ରତିକ୍ରିୟାରେ ଜାତିସଂଘ ଅଧିକାରୀଙ୍କ ଭିସା ବାତିଲ…

ଇସ୍ରାଏଲର ବଡ଼ ଅପରେସନ୍ : ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼

ନୂଆଦିଲ୍ଲୀ : ହମାସକୁ ସମ୍ପୂର୍ଣ୍ଣ ନିପାତ କରିବାକୁ ଇସ୍ରାଏଲର ବଡ଼ ଅପରେସନ୍ ।  ଗତ ୨୪ ଘଣ୍ଟାରେ ଗାଜାର ୪୦୦ ସ୍ଥାନରେ ବୋମାମାଡ଼। ଆତଙ୍କୀ ଗଡ଼କୁ ସମୂଳେ ଧ୍ବଂସ କରିବାକୁ ବଡ଼ ଅପରେସନ୍ । ହମାସ ଆତଙ୍କୀଙ୍କ ୪୦୦ ସ୍ଥାନରେ ବୋମାମାଡ଼ କରିଛି ଇସ୍ରାଏଲ୍।  ସାଧାରଣ ନାଗରିକଙ୍କ ସୁରକ୍ଷା ପାଇଁ…

ଆଉ ୨ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ, ପୂର୍ବରୁ ଆମେରିକୀୟ ମା’ -ଝିଅଙ୍କୁ କରିଥିଲା ମୁକ୍ତ

ନୂଆଦିଲ୍ଲୀ : ଆଉ ୨ ପଣବନ୍ଦୀଙ୍କୁ ଛାଡ଼ିଲା ହମାସ । ୨ ଇସ୍ରାଏଲୀ ମହିଳାଙ୍କୁ ଛାଡ଼ିଲା ହମାସ । ସ୍ବାସ୍ଥ୍ୟଗତ କାରଣରୁ ଦୁଇ ଜଣ ବୃଦ୍ଧ ମହିଳାଙ୍କୁ ଛାଡିଥିବା କହିଲା ହମାସ ଆତଙ୍କବାଦୀ । ମାନବିକତା କାରଣରୁ ଦୁଇ ବୃଦ୍ଧାଙ୍କୁ ମୁକ୍ତ କରିବାକୁ ହମାସ ନିଷ୍ପତ୍ତି ନେଇଥିବା କହିଛି । ଅନ୍ୟପଟେ…

ଗାଜା ପୀଡିତଙ୍କୁ ସହାୟତାର ହାତ ବଢାଇଲା ଭାରତ, ଅତ୍ୟାବଶ୍ୟକ ସାମଗ୍ରୀ ନେଇ ଉଡାଣ ଭରିଲା ବାୟୁସେନା ବିମାନ C-17

ଫିଲିସ୍ତାନର ଯୁଦ୍ଧ ପୀଡିତଙ୍କୁ ସହାୟତାର ହାତ ବଢାଇଛି ଭାରତ । ଭାରତ ପକ୍ଷରୁ ଆଜି ଗାଜାକୁ ମେଡିକାଲ୍ ଓ ରିଲିଫ୍ ସାମଗ୍ରୀ ପଠାଯାଇଛି । ବିଭିନ୍ନ ମେଡିସିନ୍, ସର୍ଜିକାଲ ସାମଗ୍ରୀ, ଟେଣ୍ଟ, ତକିଆ, ତାରପଲିନ୍, ସାନିଟାରୀ ସାମଗ୍ରୀ, ଜଳ ବିଶୁଦ୍ଧ କରୁଥିବା ଟାବଲେଟ୍ ଓ ଅନ୍ୟାନ୍ୟ ଅତି ଜରୁରୀ…

ହମାସ ବିରୋଧରେ ଇସ୍ରାଏଲର ବଡ ଏୟାରଷ୍ଟ୍ରାଇକ, ମସଜିଦ ଉପରେ କଲା ବୋମାମାଡ, ୫୦ରୁ ଅଧିକ ମୃତ

ନୂଆଦିଲ୍ଲୀ : ଇସ୍ରାଏଲ ଏବଂ ହାମାସ ମଧ୍ୟରେ ଯୁଦ୍ଧ ଜାରି ରହିଛି। ଇସ୍ରାଏଲ ହାମାସ ଉପରେ ସବୁଠାରୁ ବଡ ଏୟାର ଷ୍ଟ୍ରାଇକ୍ କରିଛି। ଆଜି ପାଲେଷ୍ଟାଇନର ୱେଷ୍ଟ ବ୍ୟାଙ୍କରେ ଥିବା ଏକ ମସଜିଦ ଉପରେ ଏୟାର ଷ୍ଟ୍ରାଇକ କରିଛି ଇସ୍ରାଏଲ। ଆକ୍ରମଣରେ ୫୦ରୁ ଅଧିକ ମୃତ୍ୟୁ ହୋଇଥିବା ବେଳେ ଅନେକ ଆହତ ହୋଇଛି…

ଇଜିପ୍ଟ ଖୋଲିଲା ଗାଜା ସୀମା, ପାଲେଷ୍ଟାଇନ୍‌ବାସୀଙ୍କ ପାଖରେ ପହଞ୍ଚିଲା ଖାଦ୍ୟ ଓ ଔଷଧ

ଇସ୍ରାଏଲ-ହମାସ୍‌ ଯୁଦ୍ଧ ମଧ୍ୟରେ ଗାଜାରେ ରହୁଥିବା ପାଲେଷ୍ଟାଇନବାସୀଙ୍କ ପାଇଁ ଇଜିପ୍ଟ ଶେଷରେ ଖୋଲିଛି ନିଜର ସୀମା। ଇଜିପ୍ଟ ଗାଜା ସୀମା ଖୋଲିବା ମାତ୍ରେ ପାଲେଷ୍ଟାଇନ ନାଗରିକମାନଙ୍କ ପାଖରେ ଖାଦ୍ୟ ଓ ଔଷଧ ଭଳି ଅତ୍ୟାବଶ୍ୟକ ସାମଗ୍ରୀ ପହଞ୍ଚିବା ଆରମ୍ଭ ହୋଇଛି। ଏହାଦ୍ୱାରା ଯୁଦ୍ଧ ପୀଡିତଙ୍କୁ…

ଗାଜାରେ ୯୦୦ ବର୍ଷ ପୁରୁଣା ଚର୍ଚ୍ଚ ଉପରେ ଆକ୍ରମଣ, ଇସ୍ରାଏଲ୍‌କୁ ଦାୟୀ କଲା ହମାସ୍‌

ଇସ୍ରାଏଲ ବିରୋଧରେ ଆଉ ଏକ ଗୁରୁତର ଅଭିଯୋଗ ଆଣିଛି ହମାସ୍‌। ୯୦୦ ବର୍ଷ ପୁରୁଣା ଏକ ଚର୍ଚ୍ଚ ଉପରେ ଇସ୍ରାଏଲ୍‌ ଆକ୍ରମଣ କରିଥିବା ହମାସ ଅଭିଯୋଗ କରିଛି। ଏହି ଆକ୍ରମଣରେ ବହୁ ସଂଖ୍ୟକ ବିସ୍ଥାପିତ ଲୋକଙ୍କ ମୃତ୍ୟୁ ଘଟିଥିବା ହମାସ କହିଛି। ହମାସ ଦ୍ୱାରା ନିୟନ୍ତ୍ରିତ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟ…

ହମାସ୍ କବଳରୁ ମୁକ୍ତ ହେଲେ ଦୁଇ ଆମେରିକା ମା’ ଓ ଝିଅ, କତାର ସାଜିଲା ମଧ୍ୟସ୍ଥି

ଇସ୍ରାଏଲ ଏବଂ ହମାସ ଯୁଦ୍ଧ ଘମାଘୋଟ ଭିତରେ ହମାସ୍ କବଳରୁ ମୁକ୍ତ ହେଲେ ଦୁଇ ଆମେରିକା ନାଗରିକ । ମାଆ ଓ ଝିଅଙ୍କୁ ମୁକ୍ତ କରିଛନ୍ତି ହମାସ୍ ଆତଙ୍କୀ । ପ୍ରଥମ ପଣବନ୍ଦୀଙ୍କୁ ଆତଙ୍କବାଦୀ ମାନେ ଛାଡ଼ିଛନ୍ତି । ଗାଜାରୁ ମୁକ୍ତ ହୋଇଥିବା ଦୁଇ ପଣବନ୍ଦୀ ହେଲେ ଯୁଡିଥ୍ ରାନନ୍ ଏବଂ ନାଟାଲୀ ରାନନ୍ ।…

ଗାଜାରେ କେତେବେଳେ ବି ଗ୍ରାଉଣ୍ଡ୍‌ ଆକ୍ରମଣ କରିପାରେ ଇସ୍ରାଏଲ୍‌, ପ୍ରତିରକ୍ଷା ମନ୍ତ୍ରୀ କହିଲେ, ‘ଆଦେଶକୁ ଅପେକ୍ଷା…

ଇସ୍ରାଏଲ ଏବଂ ହମାସ ମଧ୍ୟରେ ଚାଲିଥିବା ଯୁଦ୍ଧ କ୍ରମାଗତ ଭୟଙ୍କର ହେବାରେ ଲାଗିଛି। ହମାସର ଆକ୍ରମଣ ପରେ ଇସ୍ରାଏଲ ଲଗାତାର ଭାବରେ ହମାସ ଆତଙ୍କବାଦୀଙ୍କ ଉପରେ ପ୍ରତି ଆକ୍ରମଣ କରୁଛି। ଗୁରୁବାର ମଧ୍ୟ ଗାଜା ଷ୍ଟ୍ରିପ୍‌ର ଅନେକ ସ୍ଥାନରେ ଇସ୍ରାଏଲ ଏୟାର ଷ୍ଟ୍ରାଇକ୍ କରିଥିଲା। ସେପଟେ ଇସ୍ରାଏଲର…