Browsing Tag

issues new directives

ଇନକମିଙ୍ଗ କଲ ରିଙ୍ଗ ସମୟ ନେଇ ନୂଆ ନିୟମ ଜାରି କଲା TRAI

ଏବେ ଠାରୁ ମୋବାଇଲ ଫୋନରେ ଇନ କମିଙ୍ଗ କଲ ଆଉ ୩୦ ସେକେଣ୍ଡରୁ ଅଧିକ ସମୟ ବାଜି ପାରିବ ନାହିଁ । କିନ୍ତୁ ଲ୍ୟାଣ୍ଡ ଲାଇନ ଫୋନରେ ଏହି ସୀମାକୁ ୧ ମିନିଟ ବା ୬୦ ସେକେଣ୍ଡ ପର୍ଯ୍ୟନ୍ତ ରଖାଯାଇଛି । ଭାରତୀୟ ଟେଲିକମ ଅଥରିଟି ବା ଟ୍ରାଇ ଏ ନେଇ ଏକ ନୂଆ ନିୟମ ଜାରି କରିଛନ୍ତି । ଏହି ନିୟମକୁ ସମସ୍ତ…