ରେଡ୍ ପାଇଁ ବର ଗାଡିରେ ପହଞ୍ଚିଲେ ଆୟକର ବିଭାଗର ଅଫିସର୍, ତାପରେ ଜାଣନ୍ତୁ କଣ ହେଲା
ମଧ୍ୟପ୍ରଦେଶର ହରଦା ଜିଲ୍ଲାରେ ଆୟକର ବିଭାଗ ଟିମ୍ ବରଯାତ୍ରୀ ନେଇ ଯାଞ୍ଚ କରିବାକୁ ପହଞ୍ଚିଛନ୍ତି। ଏଥିପାଇଁ ସମସ୍ତ ଗାଡି ଗୁଡିକରେ ‘ଆଦର୍ଶ ସହ ସଂସ୍କୃତି’ର ଷ୍ଟିକର ଲଗାଯାଇଥିଲା। ସୂଚନା ମୁତାବକ ବିଭାଗର ୪୦ ସଦସ୍ୟ ଟିମ୍ ୨ଟି ପ୍ରତିଷ୍ଠାନ ଉପରେ ସର୍ଭେ ଆରମ୍ଭ କରିଥିଲେ, ଯେଉଁଠାରେ…