Browsing Tag

jaggery tea

ଚା’ରେ ଚିନି ସ୍ଥାନରେ ମିଶାନ୍ତୁ ଗୁଡ଼, ଜାଣନ୍ତୁ ଏହାର ଫାଇଦା

ଦିନର ଆରମ୍ଭ ଏକ କପ୍‌ ଚା’ରୁ ହୋଇଥାଏ । କାରଣ ଆମ ଦେଶରେ ଅଧିକାଂଶ ଲୋକ ଚା’ ସୌକିନ ଥାନ୍ତି । ଏହାଛଡ଼ା ଅଧିକାଂଶ ଲୋକ କାମ କରିବା ବେଳେ ମଧ୍ୟ ଚା’ ପିଇଥାନ୍ତି । କୁହାଯାଏ ଚା’ ପିଇଲେ ଶରୀରକୁ ସ୍ଫୁର୍ତ୍ତି ମିଳିଥାଏ । ଅଧିକାଂଶ ଲୋକେ ଚା’ରେ ଚିନି ନେଇଥାନ୍ତି । ହେଲେ ଚିନି ଅପେକ୍ଷା ଚା’ରେ…