ଲ୍ୟାଣ୍ଡ୍ ରୋଭରରେ ସାଇକେଲକୁ ଓଭରଟେକ୍ କରିବା ପଡ଼ିଲା ମହଙ୍ଗା, କାର ମାଲିକଙ୍କ ଉପରେ ଲାଗିଲା ଲକ୍ଷେ ଟଙ୍କାର ଜରିମାନା
ଭାରତରେ ଟ୍ରାଫିକ୍ ନିୟମ ଯେତେ କଡ଼ା ହେଲେ ବି ଲୋକମାନେ ଏହାକୁ ଏତେଟା ଗୁରୁତ୍ୱ ଦେଇ ନଥାନ୍ତି। ଏବେ ବି ଏକ ଦାମୀ ଗାଡ଼ି ଉପରେ ଫାଇନ୍ ପକାଇବା ପୂର୍ବରୁ ପୋଲିସ ଦୁଇ ଥର ଭାବିଥାନ୍ତି। କିନ୍ତୁ ବ୍ରିଟେନ୍ରେ ଟ୍ରାଫିକ୍ ପୋଲିସ ଏ ମାମଲାରେ ଭାରି ଶକ୍ତ। ଏଠାରେ ନିୟମ ଏତେ କଡ଼ା ଯେ ନିକଟରେ ଏକ…