Browsing Tag

jail return

ପାଞ୍ଚକୋଟି ଋଣ ନ ସୁଝିପାରି ଜେଲ ଯାଇଥିଲେ ଏହି କମେଡିଆନ, ଏବେ ଫେରି ଫିଲ୍ମ ସୁଟିଂରେ ବ୍ୟସ୍ତ

ବଲିଉଡ ଫିଲ୍ମରେ କମେଡିଆନ ରାଜପାଲ ଯାଦବ ବେଶ ଜଣାଶୁଣା। ଗତ ତିନି ମାସ ହେବ ଜେଲରେ ରହିବା ପରେ ଏବେ ଫେରିଛନ୍ତି ରାଜପାଲ। ୫ କୋଟି ଟଙ୍କା ଋଣ ସୁଝି ନ ପାରିବାରୁ ଜେଲ ଯାଇଥିଲେ। ଏବେ ଫେରି ଫିଲ୍ମ ସୁଟିଂରେ ବ୍ୟସ୍ତ ହୋଇପଡିଛନ୍ତି। ରାଜପାଲଙ୍କ ଆଗାମୀ ଫିଲ୍ମ ‘କୁଲି ନଂ ୧, ବୋଲେ ଚୁଡିଆଁ, ଟାଇମ…