Below header
Browsing Tag

jajapur

ମଝି ରାସ୍ତାରେ ହୁ ହୁ ହୋଇ ଜଳିଗଲା ଚଳନ୍ତା କାର୍, ଅଳ୍ପକେ ବର୍ତ୍ତିଲେ ଯାତ୍ରୀ

ଯାଜପୁର ଟାଉନ (କେନ୍ୟୁଜ): ଯାଜପୁର ଟାଉନ ଓ ପାଣିକୋଇଲିକୁ ସଂଯୋଗ କରୁଥିବା ମୁଖ୍ଯ ରାସ୍ତାର କମାଗଡ ନିକଟରେ ହୁତୁହୁତୁ ହୋଇ ଜଳି ଗଲା ସ୍‌ୱିଫ୍ଟ ଡିଜାୟାର କାର। ଅଳ୍ପକେ ବର୍ତ୍ତିଲେ ଯାତ୍ରୀ। ସୂଚନା ମୁତାବକ ପାଣିକୋଇଲି ଆଡୁ ଯାଜପୁର ଅଭିମୁଖେ ଏହି ଗାଡିଟି ଯାଉଥିବା ସମୟରେ ଗାଡିରେ ନିଆଁ…

ବିଳମ୍ବିତ ରାତିରେ ଟ୍ରକକୁ ପଛରୁ ପିଟିଲା ସ୍କୁଟି, ୨ ମୃତ

ଯାଜପୁର ରୋଡ଼ (କେନ୍ୟୁଜ): ଟମକା ଥାନା ଅନ୍ତର୍ଗତ ଫୁଲଝର ଛକରେ ଗତକାଲି ବିଳମ୍ବିତ ରାତିରେ ଏକ ମର୍ମନ୍ତୁଦ ସଡକ ଦୁର୍ଘଟଣା ଘଟିଛି। ଯେଉଁଥିରେ ଏକକାଳୀନ ଦୁଇଜଣ ଯୁବକଙ୍କର ଘଟଣା ସ୍ଥଳରେ ମୃତ୍ୟୁ ଘଟିଛି। ଆଉଜଣେ ଯୁବକଙ୍କୁ ଗୁରୁତର ଆହତ ଅବସ୍ଥାରେ ଦାନଗଦି ଗୋଷ୍ଠୀ ସ୍‌ୱାସ୍ଥ୍ୟକେନ୍ଦ୍ରରେ…

ଯାଜପୁର: ଯାତ୍ରୀବାହୀ ବସ ଧକ୍କାରେ ଜଣେ ମୃତ, ଦୁର୍ଘଟଣା ପରେ ବସ ଡ୍ରାଇଭର ଫେରାର

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦୁବକଣ ଠାରେ କଂୟାଗୋଲା- କଟକ ଯାଉଥିବା ଏକ ଯାତ୍ରୀବାହୀ ବସ ଧକ୍କାରେ ଘଟଣା ସ୍ଥଳରେ ଜଣେ ମୃତ। ମୃତକ ହେଉଛନ୍ତି ଦଶରଥପୁର ବ୍ଲକ ଖାନନଗର ପଂଚାୟତ ଲାଲବାଗ ଅଞ୍ଚଳର ଦୟାନିଧି ମଲ୍ଲିକ। ଦୟାନିଧି ଆଜି ସକାଳୁ କୌଣସି କାମରେ ସାଇକେଲରେ…

ଯାଜପୁର : କୂଅରେ ଭାଲୁ ପଡ଼ିବା ଘଟଣା: ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ପ୍ରଚେଷ୍ଟା ପରେ ଉଦ୍ଧାର ହେଲା ଭାଲୁ

ଯାଜପୁର (କେନ୍ୟୁଜ): ଯାଜପୁର ଜିଲ୍ଲା ସୁକିନ୍ଦା ଥାନା ସଂସାଇଲୋ ନୂଆସାହି ଗ୍ରାମରେ କୂଅରେ ଭାଲୁ ପଡ଼ିବା ଘଟଣା। ଦୀର୍ଘ ୭ ଘଣ୍ଟାରୁ ଅଧିକ ସମୟ ଧରି ପ୍ରଚେଷ୍ଟା କରିବା ପରେ ଭାଲୁଟିକୁ କୂଅରୁ ଉଦ୍ଧାର କରିଛି ବନବିଭାଗ। ଅଗ୍ନିଶମ ବାହିନୀ ସହଯୋଗରେ ବନବିଭାଗ ଭାଲୁଟିକୁ ସୁରକ୍ଷିତ ଭାବେ ଉଦ୍ଧାର…

ଯାଜପୁର: ବିଳମ୍ବିତ ରାତିରେ ବାଇକ ଜାଳିଦେଲେ ଦୁର୍ବୃତ୍ତ

ଯାଜପୁର (କେନ୍ୟୁଜ): ବାଇକ ଜାଳି ଦେଲେ ଦୁର୍ବୃତ୍ତ। ଘଟଣା ଘଟିଛି ଯାଜପୁର ଜିଲ୍ଲା ଧର୍ମଶାଳା ଥାନା ଅନ୍ତର୍ଗତ ଚୋରମୁହାଁ ଗ୍ରାମରେ। ଅଭିଯୋଗ ମୁତାବକ, ଚୋରମୁହାଁ ଗ୍ରାମର ସେକ ଅରସଦ ଅଲ୍ଲୀଙ୍କ ଘର ସାମ୍ନାରେ ସବୁଦିନ ପରି ତାଙ୍କର ହିରୋ ହୋଣ୍ଡା ଗ୍ଲାମର ଗାଡିଟି ରହେ। କିନ୍ତୁ ଗତକାଲି…

ବ୍ୟବସାୟୀଙ୍କୁ ମରଣାନ୍ତକ ଆକ୍ରମଣ, ଦୃର୍ବୁତ୍ତ ଫେରାର

ଯାଜପୁର (କେନ୍ୟୁଜ): ବ୍ୟବସାୟୀଙ୍କୁ ମାରଣାସ୍ତ୍ର ସାହାଯ୍ୟରେ ମରଣାନ୍ତକ ଆକ୍ରମଣ କରି ଦୁର୍ବୁତ୍ତ ଫେରାର। ଏହି ଆକ୍ରମଣରେ ବ୍ୟବସାୟୀ ଜଣକ ଗୁରୁତର ଆହତ ହୋଇ କଟକ ମେଡ଼ିକାଲକୁ ସ୍ଥାନାନ୍ତର ହୋଇଛନ୍ତି । ଘଟଣା ଘଟିଛି ଯାଜପୁର ଜିଲ୍ଲା କୁଆଖିଆ ଥାନ ଅନ୍ତର୍ଗତ ମଧୁବନ ହାଇସ୍କୁଲ ନିକଟରେ। ସୂଚନା…

ଯାଜପୁର: ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଫୋନ ଜବତ କଲେ କୁଆଖିଆ ପୋଲିସ

ଯାଜପୁର (କେନ୍ୟୁଜ) : ଯାଜପୁର ଜିଲ୍ଲା କୁଆଖିଆ ପୋଲିସ ଦ୍ୱାରା ଜବତ ହେଲା ୬ଲକ୍ଷ ଟଙ୍କାର ଚୋରା ମୋବାଇଲ ଫୋନ । ଜବତ ମଧ୍ୟରେ ୪୯ଟି ଦାମୀ ଆଣ୍ଡ୍ରଏଡ଼ ମୋବାଇଲ ଫୋନ, ଗୋଟିଏ ଟ୍ୟାବ, ୫ଟି ପାୱାର ବ୍ୟାଙ୍କ, ଇଅର ଫୋନ ଆଦି ସାମଗ୍ରୀ ରହିଛି। ଗତକାଲି ରାତିରେ ପୋଲିସ ପାଟ୍ରୋଲିଂ ସମୟରେ ମୁଗୁପାଳ…

ଯାଜପୁର: ମନରେଗା ଯୋଜନାରେ ରସୁଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ସୃଷ୍ଟି କରାଯିବ କାଜୁ ଜଙ୍ଗଲ

ଯାଜପୁର: ଯାଜପୁର ଜିଲ୍ଲାରେ ସୃଷ୍ଟି କରାଯିବ ଅଧିକ ରୁ ଅଧିକ କାଜୁ ଜଙ୍ଗଲ । ମନରେଗା ଯୋଜନାରେ ଯାଜପୁର ରସୁଲପୁର ବ୍ଲକର ବିଭିନ୍ନ ପଞ୍ଚାୟତରେ ସୃଷ୍ଟି କରାଯିବ କାଜୁ ଜଙ୍ଗଲ। ଏନେଇ ପ୍ରଶାସନ ପକ୍ଷରୁ ବ୍ରାହ୍ମଣୀ ନଦୀପଠା ଅଞ୍ଚଳକୁ ଲାଗି ରହିଥିବା ପ୍ରାୟ ୩୫ ଏକର ଜମି ଚିହ୍ନଟ କରାଯାଇଛି ।…

ଯାଜପୁର : ନରହନ୍ତା ଦନ୍ତାର ନୂଆ ଠିକଣା ଚନ୍ଦକା ସ୍ଥିତ ଗୋଡିବାରୀ ଅଂଚଳ

କେନ୍ଯୁଜ୍ (ବ୍ୟୁରୋ) : ଯାଜପୁର କଳିଙ୍ଗନଗର ଶିଳ୍ପାଞ୍ଚଳରେ ଆତଙ୍କ ସୃଷ୍ଟିକାରୀ ନରହନ୍ତା ଦନ୍ତାର ନୂଆ ଠିକଣା ଚନ୍ଦକା ସ୍ଥିତ ଗୋଡିବାରୀ ଅଂଚଳ । ଗତକାଲି ରାତିରେ ହିଁ ତାକୁ ଚନ୍ଦକା ଅଣାଯାଇଛି । ଚନ୍ଦକା-ଡମପଡା ଅଭୟାରଣ୍ୟର କୁମାରଖୁଣ୍ଟି ଓ୍ଵାଚ ଟ୍ଵାଓ୍ଵର ନିଟକରେ ତାକୁ ଶିକୁଳିରେ ବାନ୍ଧି…