Browsing Tag

jajpur gangrape

ଯାଜପୁର: ଦୁଇମାସ ତଳେ ମହିଳାଙ୍କୁ ହୋଇଥିଲା ଗଣ ଦୁଷ୍କର୍ମ, ଆଜି ଅଭିଯୋଗ ପରେ ୨ ଜଣଙ୍କୁ ଅଟକ ରଖିଲା ପୋଲିସ

ଯାଜପୁର ରୋଡ଼(କେନ୍ୟୁଜ୍):  ଯାଜପୁର ଜିଲା ବିଂଝାରପୁର ଥାନା ଚିକଣା-ସୟଦପୁର ରାସ୍ତାରେ ଜଣେ ମହିଳାଙ୍କୁ ଗଣ ଦୁଷ୍କର୍ମ ହୋଇଥିବା ଅଭିଯୋଗ ହୋଇଛି । ଘଟଣାଟି ୨ ମାସ ତଳେ ହୋଇଥିବା ଥାନାରେ ଅଭିଯୋଗ ହୋଇଛି । ଅଭିଯୋଗ ମୁତାବକ ନନ୍ଦିପୁର ଅଞ୍ଚଳର ଜନୈକ ମହିଳା ଏହି ରାସ୍ତାରେ ରାତିରେ ଯାଉଥିବା…