Below header
Browsing Tag

jajpur group clash

ତେଜରାତି ଦୋକାନକୁ ସଉଦା କିଣିବାକୁ ନେଇ ଗୋଷ୍ଠୀ ସଂଘର୍ଷ, ୧୯ଜଣ ଆହତ

ଯାଜପୁର ରୋଡ୍(କେନ୍ୟୁଜ): ଯାଜପୁର ଦାନଗଦି ଫାଣ୍ଡି ସିଙ୍ଗାଡ଼ିଆ ଗାଁରେ ଦୋକାନରୁ ସଉଦା କିଣିବାକୁ କେନ୍ଦ୍ର କରି ତୁମୁଳକାଣ୍ଡ। ହେଲା ଗୋଷ୍ଠୀ ସଂଘର୍ଷ । ଗତକାଲି ରାତିରେ ଏହି ଗୋଷ୍ଠୀ ସଂଘର୍ଷ ଘଟିଥିଲା। ଯେଉଁଥିରେ ୧୯ଜଣ ଆହତ ହୋଇଥିବା ଜଣାପଡିଛି । ଘଟଣା ସ୍ଥଳରେ ପୋଲିସ ପହଁଚି ୧୨ରୁ…

ଯାଜପୁର: କଟୁରୀ ଚୋଟରେ ଜଣେ ଗୁରୁତର, ଜମିବାଡ଼ି ଗଣ୍ଡଗୋଳରୁ ମରଣାନ୍ତକ ଆକ୍ରମଣ

ଯାଜପୁର ଟାଉନ (କେ ନ୍ୟୁଜ୍‌) : ଜମିବାଡ଼ିକୁ ନେଇ ଦୁଇ ପରିବାର ଭିତରେ ଗଣ୍ଡଗୋଳ ଏମିତି ଭୟଙ୍କର ରୂପ ନେଲା ଯେ କଟୁରୀ ଚୋଟରେ ଜଣେ ଆହତ ହୋଇ ଏବେ ଗୁରୁତର ଅବସ୍ଥାରେ । ଯାଜପୁର ଜିଲା ବିଂଝାରପୁର ଥାନା ଅରିଲୋ ଗାଁରେ ଏହି ଘଟଣା ଘଟିଛି । କଟୁରୀ ଚୋଟରେ ଗୁରୁତର ଆହତ ପ୍ରତାପ ସାମଲଙ୍କୁ କଟକ…

ଯାଜପୁର ବଲଭିଘାଟ ଛକ ନିକଟରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ, ୪ ଗୁରୁତର

ଯାଜପୁର ଟାଉନ: ଯାଜପୁର ଥାନା ଅଧିନସ୍ତ ବଲଭିଘାଟ ଛକ ନିକଟରେ ଦୁଇ ଗୋଷ୍ଠି ମଧ୍ୟରେ ସଂଘର୍ଷ , ଚାରି ଗୁରୁତର । ଗତକାଲି ବିଳମ୍ବିତ ରାତ୍ରିରେ ସାନବଜାର ଏବଂ ନାଉରିଆ ସାହି ମଧ୍ୟରେ ଗୋଷ୍ଠି ସଂଘର୍ଷ ଘଟିଥିଲା । ଫଳରେ କିଛି ଉତ୍ୟକ୍ତ ଲୋକେ ବଲଭିଘାଟ ନିକଟରେ ଥିବା ଦଶରୁ ଉର୍ଦ୍ଧ୍ବ ଦୋକାନକୁ…