Below header
Browsing Tag

jajpur mla

୨୦୨୨ ସୁ‌ଦ୍ଧା ଯାଜପୁରରେ ହେବ ମେଡିକାଲ୍ କଲେଜ, ଭିତ୍ତିଭୂମି କାମର ଅନୁଧ୍ୟାନ କଲେ ବିଧାୟକ ପ୍ରଣବ ଦାସ ଓ ଜିଲ୍ଲାପାଳ

ଯାଜପୁର ଟାଉନ: ଯାଜପୁର ମେଡିକାଲ କଲେଜ ଭିତ୍ତିଭୂମି କାମର ଅନୁଧ୍ୟାନ କରିଛନ୍ତି ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଏବଂ ଜିଲ୍ଲାପାଳ ଚକ୍ରବର୍ତି ସିଂ ରାଠୋର । ଉଭୟ ମେଡିକାଲ କଲେଜ ପ୍ରକଳ୍ପ କାମର ସମୀକ୍ଷା କରିଥିଲେ । କୋରୋନା ପାଇଁ କାମ ଟିକେ ପଛେଇ ଯାଇଥିବା ବେଳେ ଏବେ ଏହି କାମକୁ ଦୃତ…

ଯାଜପୁର:ଗତକାଲି ଗରଡିହ ଗାଁରେ ରାତି କାଟିଲେ ବିଧାୟକ ପ୍ରଣବ ପ୍ରକାଶ ଦାସ, ଲୋକଙ୍କୁ ପଚାରି ବୁଝିଲେ ଗାଁର ସମସ୍ୟା

ଯାଜପୁର ଟାଉନ(କେନ୍ୟୁଜ୍): ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଦଶରଥପୁର ବ୍ଲକ ଅନ୍ତର୍ଗତ ଶୁଶୁଆ ପଂଚାୟତ ଗରଡିହ ଗାଁରେ ରାତ୍ରିଯାପନ କରିଛନ୍ତି। ଗତକାଲି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା…

ଗାଁ ଲୋକଙ୍କ ମେଳରେ ରାତି କାଟିଲେ ବିଧାୟକ, ବୁଝିଲେ ସମସ୍ୟା

ଯାଜପୁର ଟାଉନ (କେନ୍ୟୁଜ୍‌) : ଗାଁରେ ରାତି କାଟିଲେ ବିଧାୟକ । ଯାଜପୁର ବିଧାୟକ ପ୍ରଣବ ପ୍ରକାଶ ଦାସ ଯାଜପୁର ଜିଲ୍ଲା ଭୁଇଁପୁର ପଂଚାୟତ କତରାପୁର ଗାଁରେ ରାତ୍ରିଯାପନ କରିଛନ୍ତି । ଗତକାଲି ବିଧାୟକ ସଂଧ୍ୟାରେ ଗାଁରେ ପହଂଚି ଗ୍ରାମବାସୀଙ୍କ ସହିତ ଗାଁର ସମସ୍ୟା ସଂପର୍କରେ ଆଲୋଚନା କରିଥିଲେ ।…