Browsing Tag

jala swachhata

କୋଭିଡ୍‌ ନିୟନ୍ତ୍ରଣରେ ସଫଳତା ପରେ ଅନେକ ନୂଆ କାର୍ଯ୍ୟକ୍ରମ ଆରମ୍ଭ କରିଛି ଗଞ୍ଜାମ ଜିଲ୍ଲା ପ୍ରଶାସନ

ଭଞ୍ଜନଗର (କେନ୍ୟୁଜ୍‌) : ଏଣିକି ଗାଁ ପରିମଳ ପୋଖରୀ ତୁଠରୁ ଜଣାପଡ଼ିବ । ଗାଁ ଚାରିପାଖ ସଫା ରହିବ, ପୋଖରୀ ହିଡ଼ ଏବଂ ପାଣି ବି ସ୍ୱଚ୍ଛ ହେବ। ଲୋକେ ସୁସ୍ଥ ରହିବେ, ସଂକ୍ରମଣକୁ ଦୂରେଇ ଦେବେ । କୋଭିଡ୍ ନିୟନ୍ତ୍ରଣ କ୍ଷେତ୍ରରେ ଗଞ୍ଜାମ ଜିଲ୍ଲା ପ୍ରଶାସନ ଓ ଜନସାଧାରଣଙ୍କ ସଫଳ ମୁକାବିଲା ପରେ…