Browsing Tag

jalaka water level

ଜଳମଗ୍ନ ବସ୍ତା ଓ ବାଲେଶ୍ୱର ସଦର ବ୍ଲକର ବିଭିନ୍ନ ଗାଁ, ରାସ୍ତାରେ ଲହଡ଼ି ଭାଙ୍ଗୁଛି ପାଣି

ଜଳେଶ୍ବର(କେନ୍ଯୁଜ୍): ବିପଦ ସଙ୍କେତ ଉପରେ ଜଳକା । ନଦୀ ପାଣି ଉଛୁଳି ତଳି ଅଞ୍ଚଳରେ ପଶିଛି । ବାଲେଶ୍ୱର ଜିଲ୍ଲା ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତଠାରୁ ୧ ମିଟରରୁ ଅଧିକ ପାଣି ପ୍ରବାହିତ ହେଉଛି । ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ୬.୬୯ ମିଟରରୁ ଅଧିକ ପାଣି…

ବିପଦ ସଙ୍କେତ ଉପରେ ଜଳକା ଜଳସ୍ତର: ବିଭିନ୍ନ ରାସ୍ତା ଉପରେ ୩ ଫୁଟର ପାଣି, ୧୨ରୁ ଉର୍ଦ୍ଧ୍ୱ ପଞ୍ଚାୟତରେ ବନ୍ୟାଜଳ…

ଜଳେଶ୍ବର(କେନ୍ଯୁଜ୍): ବଢୁଛି ଜଳକା । ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳସ୍ତର। ବସ୍ତା ବ୍ଲକ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଜଳସ୍ତର ବୃଦ୍ଧି ପାଇ ୭.୧୮ ମିଟରରେ ପ୍ରବାହିତ ହେଉଛି। ନଦୀର ଉପରମୁଣ୍ଡରେ ପ୍ରବଳ ବର୍ଷା ଯୋଗୁ ଜଳସ୍ତର ବୃଦ୍ଧି ପାଇବାରେ…

ବିପଦ ସଙ୍କେତ ଉପରେ ଜଳକା ନଦୀର ଜଳସ୍ତର, ରାସ୍ତା ଉପରେ ପାଣି ମାଡିଯିବାରୁ ଲୋକେ ହନ୍ତସନ୍ତ

ବାଲେଶ୍ବର : ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ଏଠାରେ ଜଳସ୍ତର ବୃଦ୍ଧି ପାଇ ୬.୨୪ ମିଟରରେ ପ୍ରବାହିତ ହେଉଛି । ଫଳରେ ନଦୀକୂଳିଆ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମିରେ ପାଣି ପଶିବାରେ ଲାଗିଛି…

ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର, ନଦୀକୂଳିଆ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମି ଜଳମଗ୍ନ

ଜଳେଶ୍ବର: ବିପଦ ସଙ୍କେତ ଉପରେ ପ୍ରବାହିତ ହେଉଛି ଜଳକା ନଦୀର ଜଳସ୍ତର । ବସ୍ତା ବ୍ଲକ ଅନ୍ତର୍ଗତ ମଥାନୀଠାରେ ବିପଦ ସଙ୍କେତ ୫.୫୦ ମିଟର ଥିବାବେଳେ ସକାଳ ୬ଟା ସୁଦ୍ଧା ଏଠାରେ ଜଳସ୍ତର ବୃଦ୍ଧି ପାଇ ୬.୬୧ ମିଟରରେ ପ୍ରବାହିତ ହେଉଛି । ଫଳରେ ନଦୀକୂଳିଆ ଅଞ୍ଚଳର ହେକ୍ଟର ହେକ୍ଟର ଚାଷ ଜମିରେ ପାଣି…