Browsing Tag

japan former prime minister shinzo abe

ଜାପାନ ପୂର୍ବତନ ପ୍ରଧାନ ମନ୍ତ୍ରୀ ସିଞ୍ଜେ ଆବେଙ୍କୁ ଗୁଳି, ମେଡିକାଲରେ ମୃତ୍ୟୁ

ନୂଆଦିଲ୍ଲୀ : ଜାପାନର ପୂର୍ବତନ ପ୍ରଧାନମନ୍ତ୍ରୀ ସିଞ୍ଜୋ ଆବେଙ୍କ ଗୁଳି ମାଡରେ ଶୁକ୍ରବାର ମୃତ୍ୟୁ ଘଟିଛି। ଜାପାନର ଗଣମାଧ୍ୟମ ଦ୍ୱାରା ଏହି ସୂଚନା ଦିଆଯାଇଛି। ସେ ନାରା ପ୍ରିଫେକ୍ଟରରେ ଜନତାଙ୍କୁ ସମ୍ବୋଧିତ କରୁଥିବା ବେଳେ ତାଙ୍କ ଉପରକୁ ଗୁଳି କରାଯାଇଥିଲା। ସେଠାରେ ସେ ଅଚାନକ ଟଳି ପଡିଥିଲେ…