Below header
Browsing Tag

Jawa

Jawa କମ୍ପାନୀ ଭାରତରେ ଲଞ୍ଚ କଲା ସବୁଠୁ ଶସ୍ତା Bobber ମଟର ସାଇକେଲ, ଜାଣନ୍ତୁ ଏହାର ବଜାର ମୂଲ୍ୟ ଓ ଫିଚର୍

ମାର୍କେଟରେ ଲଞ୍ଚ ହୋଇଛି ନୂଆ ଗାଡ଼ି। Jawa 42 Bobber କୁ କମ୍ପାନୀ ଏକ ନୂଆ ରୂପ ଦେଇଛି। ଏହା ହେଉଛି ଦେଶର ସବୁଠାରୁ ଶସ୍ତା ବାବର ଷ୍ଟାଇଲ ବାଇକ୍‌। ଏହି ବାଇକରେ ୩ଟି ଅଲଗା ଅଲଗା ପେଣ୍ଟ ସ୍କିମ୍‌ ସହିତ ଆସିଛି। Jawa ମୋଟରସାକେଲ ଆଜି ଘରୋଇ ବଜାରରେ ୪୨ ବାବର ନାମକ ଏକ ବାବର ଷ୍ଟାଇଲ ଗାଡ଼ି…