Below header
Browsing Tag

jawan film

ଶାହରୁଖଙ୍କ ଗୀତ ‘ଚଲେୟା’ରେ ନାଚିଲେ ବିରାଟ, ଅଟଲି କହିଲେ- ‘OMG’

ନିକଟରେ ଶାହାରୁଖ ଖାନଙ୍କ ରିଲିଜ ହୋଇଥିବା ଫିଲ୍ମ 'ଜୱାନ'ର 'ଚଲେୟା' ଗୀତରେ କେବଳ ଫ୍ୟାନମାନେ ପାଗଳ ନୁହଁନ୍ତି, ବରଂ ବିରାଟ କୋହଲି ମଧ୍ୟ ଏହି ଗୀତରେ ନାଚୁଥିବାର ଦେଖାଯାଇଛି । ବାସ୍ତବରେ ବିରାଟ କୋହଲିଙ୍କ ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ କ୍ରିକେଟ୍…

ସବୁଠି ‘ଜବାନ’ କ୍ରେଜ୍ : ହାଉସଫୁଲ ରହିଛି ସିନେମା ହଲ୍, ମିଳୁନି ଟିକେଟ୍

ଫଟାନର ଅପୂର୍ବ ସଫଳତା ପରେ ପରଦାକୁ ଆସୁଛି ଜବାନ। ସବୁଠି ଜବାନ କ୍ରେଜ୍। ଆଜି ରିଲିଜ ହୋଇଛି ଶାହରୁଖ ଖାନଙ୍କ ବହୁ ପ୍ରତୀକ୍ଷିତ ଫିଲ୍ମ । ଏଥିପାଇଁ ପ୍ରାୟ ସମସ୍ତ ହଲ୍ ରହିଛି ହାଉସଫୁଲ । କିଙ୍ଗଖାନ୍ଙ୍କ ପ୍ରଂଶସକ ଠାରୁ ଆରମ୍ଭ କରି ସିନେପ୍ରେମୀ ଯାଏଁ ସମସ୍ତେ ‘ଜବାନ'କୁ ବଡପରଦାରେ ଦେଖିବାକୁ…