Browsing Tag

jawan shot

ସାଥୀ ଯବାନର ବନ୍ଧୁକ ଗୁଳିରେ ୪ ଯବାନ ମୃତ, ଆଉ ୩ଜଣ ଗୁରୁତର

ମାଲକାନଗିରି(କେନ୍ଯୁଜ୍): ଯବାନଙ୍କ ଆଖିମୁଜା ଗୁଳି ବର୍ଷାରେ ସାଥି ଯବାନ ମୃତ । CRPF ଯବାନଙ୍କ ସାଥି ଯବାନ ଉପରେ ଗୁଳିମାଡ଼ରେ ୪ ମୃତ, ୩ ଆହତ । ଗୁରୁତର ଯବାନଙ୍କୁ ପ୍ରଥମେ ଭଦ୍ରାଚଲମ ମେଡିକାଲ ଓ ପରେ ଚିକିତ୍ସା ପାଇଁ ରାୟପୁର ସ୍ଥାନାନ୍ତର କରାଯାଇଛି । ମାଲକାନଗିରି ଜିଲ୍ଲା ସୀମାନ୍ତ…

କୋରାପୁଟ: ନିଜକୁ ନିଜେ ଗୁଳି କରି ଆତ୍ମହତ୍ୟା କଲେ ବିଏସ୍‌ଏଫ୍‌ ଯବାନ

କୋରାପୁଟ : ନିଜ ଜୀବନ ନେଲେ ଯବାନ । ନିଜକୁ ଗୁଳି କରି ଆତ୍ମହତ୍ୟା କରିଛନ୍ତି ବିଏସ୍‌ଏଫ୍‌ ଯବାନ । କୋରାପୁଟ ଲମତାପୁଟ ଜଲାପୁଟ ୧୫ ବାଟାଲିୟନରେ ଘଟିଛି ଏହି ଘଟଣା । ମୃତ ଯବାନ ଜଣଙ୍କ ରାଜସ୍ଥାନର ଇନ୍ଦର ସିଂ ବୋଲି ଜଣାପଡିଛି । ତେବେ ଆତ୍ମହତ୍ୟାର କାରଣ ଅସ୍ପଷ୍ଟ ଥିବା ବେଳେ ଅଧିକ ତଦନ୍ତ…