Browsing Tag

Jawan suicide

DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

କେନ୍ଦ୍ରାପଡ଼ା (କେନ୍ୟୁଜ): ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ । କେନ୍ଦ୍ରାପଡ଼ା ମହାକାଳପଡ଼ା ଡିଆରଡିଓ କ୍ୟାମ୍ପରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଯବାନ ହେଉଛନ୍ତି ରାଜଶେଖରନ। ତାଙ୍କକ ଘର ତାମିଲ ନାଡୁରେ । ତେବେ ବର୍ତ୍ତମାନ ଯାଏଁ ଜୀବନ ହାରିବାର କାରଣ ଅସ୍ପଷ୍ଟ ରହିଥିବା…