Below header

DRDO କ୍ୟାମ୍ପରେ ଅଘଟଣ, ନିଜକୁ ଗୁଳି କରି ଜୀବନ ହାରିଲେ ଯବାନ

ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ । କେନ୍ଦ୍ରାପଡ଼ା ମହାକାଳପଡ଼ା ଡିଆରଡିଓ କ୍ୟାମ୍ପରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଯବାନ ହେଉଛନ୍ତି ରାଜଶେଖରନ।

କେନ୍ଦ୍ରାପଡ଼ା (କେନ୍ୟୁଜ): ନିଜ ବନ୍ଧୁକରୁ ଗୁଳି କରି ଜୀବନ ହାରିଲେ ଯବାନ । କେନ୍ଦ୍ରାପଡ଼ା ମହାକାଳପଡ଼ା ଡିଆରଡିଓ କ୍ୟାମ୍ପରେ ଏଭଳି ଅଘଟଣ ଘଟିଥିବା ସୂଚନା ମିଳିଛି । ଯବାନ ହେଉଛନ୍ତି ରାଜଶେଖରନ। ତାଙ୍କକ ଘର ତାମିଲ ନାଡୁରେ । ତେବେ ବର୍ତ୍ତମାନ ଯାଏଁ ଜୀବନ ହାରିବାର କାରଣ ଅସ୍ପଷ୍ଟ ରହିଥିବା ବେଳେ ଛାନ୍‌ଭିନ୍‌ ଜାରି ରହିଛି । ସେପଟେ ପ୍ରତିରକ୍ଷା ବିଭାଗ ତରଫରୁ କାର୍ଯ୍ୟାଳୟକୁ ଯିବାକୁ ବାରଣ ଥିବାରୁ ସଠିକ୍‌ ତଥ୍ୟ ଜଣାପଡିନାହିଁ ।

 
KnewsOdisha ଏବେ WhatsApp ରେ ମଧ୍ୟ ଉପଲବ୍ଧ । ଦେଶ ବିଦେଶର ତାଜା ଖବର ପାଇଁ ଆମକୁ ଫଲୋ କରନ୍ତୁ ।
 
Leave A Reply

Your email address will not be published.