Browsing Tag

jawans injured

ସୁରକ୍ଷାକର୍ମୀ କ୍ୟାମ୍ପ ଉପରେ ମାଓବାଦୀଙ୍କ ଆକ୍ରମଣ ,୨ କୋବ୍ରା ଯବାନ ଆହତ

ମାଲକାନଗିରି: ଯବାନ- ନକ୍ସଲ ଗୁଳି ବିନିମୟ । ୨ କୋବ୍ରା ଯବାନ ଆହତ ହୋଇଛନ୍ତି । ଛତିଶଗଡ଼ ସୁକମା ଜିଲ୍ଲା ଥାନା ଚିନ୍ତଲନାର ଅଞ୍ଚଳରେ ଯବାନ - ଏବଂ ନକ୍ସଲ ମଧ୍ୟରେ ଗୁଳିବିନିମୟ ହୋଇଛି । ଗୁଳି ବିନିମୟରେ କୋବ୍ରାର ୨ ଯବାନର ଆହତ ହୋଇଛନ୍ତି । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ ର ସୁକମା…

ପୋଖରନ୍‌ରେ ଯୁଦ୍ଧ ଟ୍ରେନିଂ ବେଳେ ଫାଟିଲା ୫୧ ମିମି ମୋର୍ଟାର, ୩ ଯବାନ ଆହତ

ରାଜସ୍ଥାନର ଜୈସଲମେରସ୍ଥିତ ପୋଖରନ୍ ଫିଲ୍ଡ ଫାୟାରିଂ ରେଞ୍ଜରେ ଏକ ବଡ଼ ଦୁର୍ଘଟଣା ଘଟିଛି । ବିଏସ୍‌ଏଫ୍‌ର ଫାୟାରିଂ ଅଭ୍ୟାସ ସମୟରେ ହଠାତ୍ ଏକ ୫୧ ମିଲିମିଟର ମୋର୍ଟାର ବୋମା ବିସ୍ଫୋରଣ ହୋଇଥିଲା । ଏହା ସଂସ୍ପର୍ଶରେ ଆସି ୩ ଜଣ ଟ୍ରେନି ଯବାନ ଆହତ ହୋଇଛନ୍ତି । ତେବେ ସମସ୍ତେ ବର୍ତ୍ତମାନ…

କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର, ଭାଙ୍ଗିଲା ୩ ବ୍ୟାରେକ

ମାଲକାନଗିରି (କେନ୍ୟୁଜ): କାଳବୈଶାଖୀ ପ୍ରଭାବରେ ୧୧ ଯବାନ ଗୁରୁତର । ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ବସ୍ତର ଜିଲ୍ଲାରେ କାଳବୈଶାଖୀ ପ୍ରଭାବରେ ଭାଙ୍ଗିଲା CRPF ଯବାନଙ୍କ ୩ଟି ବ୍ୟାରେକ । ପ୍ରବଳ ବର୍ଷା ପବନ ଯୋଗୁଁ ବ୍ୟାରେକର ଛାତ ଉଡ଼ାଇ ନେବା ସହ ଭାଙ୍ଗିରୁଜି ଯାଇଥିଲା । ଫଳରେ ୧୧…