Below header
Browsing Tag

jayepore fight

ଜୟପୁରରେ ପୁରୁଣା ଫାଇଟ୍, ତାରା-ଇନ୍ଦିରାଙ୍କ ମଧ୍ୟରେ ହେବ ମୁକାବିଲା

ଜୟପୁର (କେନ୍ୟୁଜ୍‌): ଏଥର ଜୟପୁରରେ ତାରା-ରବି ଲଢେଇର ନୂଆ ଭର୍ସନ । ତାରା-ଇନ୍ଦିରାଙ୍କ ମଧ୍ୟରେ ହେବ ମୁକାବିଲା । ଚଳିତ ଥର ଜୟପୁର ଆସନରେ ବିଜେଡି ପ୍ରାର୍ଥୀ ବଦଳାଇଛି । ରବିନାରାୟଣ ନନ୍ଦଙ୍କ ସ୍ଥାନରେ ତାଙ୍କ ପତ୍ନୀ ଇନ୍ଦିରା ନନ୍ଦଙ୍କୁ ପ୍ରାର୍ଥୀ କରିଛି । ୧୯୯୫ରୁ ଜୟପୁର ଆସନରେ ଲଢି…