Browsing Tag

jayes bhai jordar

ଫିଲ୍ମ ‘ଜୟେସ ଭାଇ ଜୋରଦାର’ର ପ୍ରଥମ ଝଲକରେ ଏପରି ନଜର ଆସିବେ ଅଭିନେତା ରଣବୀର ସିଂହ

ବର୍ତ୍ତମାନ ସମୟରେ ହିନ୍ଦୀ ସିନେମା ଜଗତରେ ନମ୍ବର ୧ ତାଲିକାରେ ଥିବା ରଣବୀର ସିଂହ ନିଜ କ୍ୟାରିୟରର ସବୁଠୁ ଦମଦାର ଚରିତ୍ରର ଏକ ଦୃଶ୍ୟ ନେଇ ଲୋକଲୋଚନକୁ ଆସିଛନ୍ତି । ଏବେ ରଣବୀର ଗୁଜୁରାଟର ଏକ ଅଜଣା ସ୍ଥାନରେ "ଜୟେସ ଭାଇ"ର ସୁଟିଂ କାର୍ଯ୍ୟରେ ବ୍ୟସ୍ତ ଅଛନ୍ତି । ଏହି ଫିଲ୍ମର ଚରିତ୍ର ପାଇଁ…