Browsing Tag

jaypur bandh

ଜୟପୁର : ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ତେଜୁଛି ରାଜନୀତି, ବନ୍ଦ ହେଲେ ଭୋଗୁଛି କିଏ ?

ଜୟପୁର (କେନ୍ୟୁଜ୍‌) : ବନ୍ଧୁକ ମୁନରେ ମହିଳାଙ୍କୁ ଦୁଷ୍କର୍ମ ଘଟଣାରେ ଜୟପୁରରେ ତେଜିଲାଣି ରାଜନୀତି । ଘଟଣା କୁ ନେଇ ବିଜେପି ବାର ଘଣ୍ଟିଆ ବନ୍ଦ ଡାକରା କରି ଥିବା ବେଳେ ଧାରଣାରେ ବସିଲା କଂଗ୍ରେସ । ବିଜେପି, ବିଜେଡି ଓ କଂଗ୍ରେସର ନେତୃବୃନ୍ଦ ପୀଡ଼ିତାଙ୍କ ଘରକୁ ଯାଇ ତାଙ୍କୁ ଭେଟି ସମବେଦନା…