Below header
Browsing Tag

JDU MLA

ପୂର୍ବତନ ଜେଡିୟୁ ବିଧାୟକ ନିଜ କୁର୍ତ୍ତା ଟେକି ନର୍ତ୍ତକୀଙ୍କ ସହ କଲେ ଏମିତି ଡ୍ୟାନ୍ସ; ମଜା ନେଲେ ଲୋକେ

ଜେଡିୟୁର ପୂର୍ବତନ ବିଧାୟକ ଶ୍ୟାମ ବାହାଦୂର ସିଂଙ୍କର ଏକ ଭିଡିଓ ସୋସିଆଲ ମିଡିଆରେ ଖୁବ୍‌ ଭାଇରାଲ ହେଉଛି, ଯେଉଁଥିରେ ସେ ଏକ ମଞ୍ଚରେ ଜଣେ ନୃତ୍ୟଶିଳ୍ପୀଙ୍କ ସହ ନାଚୁଥିବାର ନଜର ଆସୁଛନ୍ତି। ଖେସାରୀ ଲାଲ ଯାଦବଙ୍କ ଭୋଜପୁରୀ ଗୀତ ‘ଦାରୁ ବାଜାରୁ ହୋ ଚଢ଼ ଜାଲା ହୋ’ରେ ପୂର୍ବତନ ବିଧାୟକ ନିଜ…

ଟ୍ରେନ୍‌ରେ ଗଞ୍ଜି ଚଡ଼ି ପିନ୍ଧି ବୁଲିବାରୁ ଟ୍ରୋଲ ହେଲେ ଜେଡିୟୁ ବିଧାୟକ, କହିଲେ-ମୋ ପେଟ ଖରାପ ଥିଲା

ଜେଡିୟୁ ବିଧାୟକ ଗୋପାଳ ମଣ୍ଡଳଙ୍କ ଟ୍ରେନ୍‌ ଭିତରେ ଅଣ୍ଡର ୱେୟାର ଓ ଗଞ୍ଜି ପିନ୍ଧି ବୁଲୁଥିବା ଫଟୋ ଭାଇରାଲ ହେବା ପରେ ସେ ବିବାଦ ଘେରକୁ ଠେଲି ହୋଇଯାଇଛନ୍ତି। ଏବେ ଏହି ମାମଲାରେ ବିଧାୟକ ନିଜ ସଫେଇ ଦେଇଛନ୍ତି। ସେ କହିଛନ୍ତି, ସେ ଟ୍ରେନ୍‌ରେ ଚଢ଼ିବାର କିଛି ସମୟ ପରେ ତାଙ୍କ ପେଟ ଖରାପ…