Below header
Browsing Tag

je detain

ଜଟଣୀ କୁଦିଆରୀ ଗାଁରେ ତାତିଲେ ଯୁବକ, ଗାଁରେ ଜଳବନ୍ଦୀ ନେଇ କନିଷ୍ଠ ଯନ୍ତ୍ରୀଙ୍କୁ ଅଟକ

ଖୋର୍ଦ୍ଧା(କେନ୍ୟୁଜ୍): ତାତିଲେ ଗାଁ ଲୋକେ, ଜେଇଙ୍କୁ ରଖିଲେ ଅଟକ। ଖୋର୍ଦ୍ଧା ଜିଲ୍ଲା ଜଟଣୀ ପୌର ପରିଷଦ ଅନ୍ତର୍ଗତ କୁଦିଆରୀ ଗାଁରେ ଏହି ଘଟଣା ଘଟିଛି। କୁଦିଆରୀରେ ମୁଖ୍ୟ ରାସ୍ତା ସହ ଗଳିକନ୍ଦିରେ ଯିବା ଆସିବା ପାଇଁ ଲୋକମାନେ ବହୁ ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ବାରମ୍ବାର ଅଭିଯୋଗ ପରେ…