Below header
Browsing Tag

jeep

ଲଞ୍ଚ ହେଲା ଜିପ୍ Wrangler, ଫିଚର ରହିଛି ବଢ଼ିଆ

ଜିପ୍ ଭାରତରେ ୨୦୨୪ Wrangler ମୂଲ୍ୟ ଘୋଷଣା କରିଛି । ଏହାର ଏକ୍ସ-ସୋ’ରୁମ୍ ଆରମ୍ଭ ମୂଲ୍ୟ ୬୭.୬୫ ଲକ୍ଷ ଟଙ୍କା । Wrangler ପାଇଁ କମ୍ପାନୀ ୧୦୦ ରୁ ଅଧିକ ବୁକିଂ ପାଇଛି । ଏହାର ଡେଲିଭରି ମେ ମାସରୁ ଆରମ୍ଭ ହେବ ବୋଲି କୁହାଯାଉଛି । ୨୦୨୪ ଜିପ୍ Wrangler ଦୁଇଟି ମଡେଲ ଅନଲିମିଟେଡ୍‌ ଏବଂ…

ଦମ୍‌ଦାର ଫିଚର୍ସ ସହ ଭାରତରେ ଲଞ୍ଚ ହେଲା ଜିପ ରେଙ୍ଗଲର SUV

ଦେଶରେ ବୁଧବାର ଜିିପ ଇଣ୍ଡିଆ ତରଫରୁ ରେଙ୍ଗଲର ଏସୟୁଭି ଲଞ୍ଚ କରାଯାଇଛି। ପୂର୍ବ ଅପେକ୍ଷା ନୂଆ କାରର ମୂଲ୍ୟ ବହୁତ କମ୍‌ ରହିଛି। ନୂଆ ଜିପ ରେଙ୍ଗଲର ୨୦୨୧ରେ ପୂର୍ବ ଭଳି ୨ ଭେରିୟଣ୍ଟସ ଅନଲିମିଟେଡ ଏବଂ ରୁବିକନ ଟ୍ରିମ ରହିଛି। ବର୍ତ୍ତମାନ ଏହା ଦେଶରେ ପେଟ୍ରୋଲ ଦ୍ୱାରା ଚାଳିତ ହେବ। ସୂଚନା…