ଷ୍ଟେନୋଗ୍ରାଫର ପଦବୀ ପଡିଛି ଖାଲି, ମାସକୁ ଦରମା ୮୦ ହଜାର ଟଙ୍କା
ଝାଡଖଣ୍ଡ ଷ୍ଟାଫ ସିଲେକ୍ସନ କମିଶନରେ ଷ୍ଟେନୋଗ୍ରାଫର ପଦବୀ ଖାଲି ପଡିଛି । ଏଥିପାଇଁ ରେଜିଷ୍ଟ୍ରେସନ ସେପ୍ଟେମ୍ବର ୬ରୁ ଆରମ୍ଭ ହୋଇଛି । ଆବେଦନ କରିବାର ଶେଷ ତାରିଖ ଅକ୍ଟୋବର ୫ ତାରିଖ ରହିଛି । ଫର୍ମ ଭରିବାର ଦୁଇଦିନ ପରେ ଆପ୍ଲିକେସନ ଲିଙ୍କ ଓପନ ହେବ । ଏଥିପାଇଁ ଆବେଦନ କେବଳ ଅନଲାଇନ ହେବ ।…