Browsing Tag

jharsuguda station

ଝାରସୁଗୁଡ଼ା ଯିବନି ବୀଶାଖାପାଟଣା-ଅମୃତସର ଏକ୍ସପ୍ରେସ୍‌ , ତିନି ମାସ ମଧ୍ୟରେ ହେବ ମଡେଲ ଷ୍ଟେସନ

ଝାରସୁଗୁଡ଼ା(କେନ୍ୟୁଜ୍) : ଆଉ ଝାରସୁଗୁଡ଼ା ଷ୍ଟେସନକୁ ଯିବନି ବିଶାଖାପାଟଣା-ଅମୃତସର ହୀରାକୁଦ ଏକ୍ସପ୍ରେସ୍‌ । ଟ୍ରେନ୍‌ର ଗତିପଥ ବଦଳାଇ ଦେଢ କିଲୋମିଟର ଦୂର ଝାରସୁଗୁଡ଼ା ରୋଡ୍‌ ଷ୍ଟେସନ ଦେଇ ଚଳାଚଳ କରିବ । ଏଠାରୁ ସିଧା ସଳଖ ଇବ୍‌, ବେଲପାହାଡ ଦେଇ ଯିବ । ଯାତ୍ରୀଙ୍କ ପାଇଁ ତିନି ମାସ ମାଗଣା…