Below header
Browsing Tag

JioPhone

ଭାରତକୁ ଆସୁଛି ସବୁଠାରୁ ଶସ୍ତା ୫ଜି ମୋବାଇଲ, କମ୍‌ ଦାମରେ ଭଲ ଫୋନ୍‌ ପାଇବାକୁ କରନ୍ତୁ ଅପେକ୍ଷା

ଏଇ ମାସ୍‌ ଶେଷ ସୁଦ୍ଧା ଭାରତରେ ଲଞ୍ଚ୍‌ ହୋଇପାରେ ଜିଓ ଫୋନ୍‌ ୫ଜି । ସବୁଠାରୁ ଶସ୍ତା ଏବଂ ଫିଚର୍ସ ଓ ସ୍ପେସିଫିକେସନ୍ସରେ ଜବରଦସ୍ତ ହେବ ଏହି ଫୋନ୍‌ । ୪ଜିବି ରାମ୍‌ ସହିତ ଅନେକ ଦମଦାର ଫିଚର୍ସ ମିଳିବ ଏଥିରେ । ଆସନ୍ତା ୨୮ ତାରିଖରେ ରିଲାଏନ୍ସ ନିଜର ୪୬ତମ ବାର୍ଷିକ ସାଧାରଣ ବୈଠକର ଆୟୋଜନ…

JIO ଆଣୁଛି ଦୁନିଆର ସବୁଠାରୁ ଶସ୍ତା ୫ଜି ସ୍ମାର୍ଟଫୋନ୍, ଫଟୋ ଦେଖି ଲୋକେ ହେଲେ ଏକ୍ସାଇଟେଡ୍

ବର୍ଷର ଆରମ୍ଭରେ JioPhone 5G ବିଷୟରେ ଜଣାଇଥିଲା କମ୍ପାନୀ । ତେବେ ପ୍ରଥମରୁ ହିଁ ଫୋନର ଫିଚର୍ସ ସାମ୍ନାକୁ ଆସି ସାରିଛି । ଏହି ଫୋନ୍ ଭାରତର ସବୁଠାରୁ ବଜେଟ ୫ଜି ସ୍ମାର୍ଟଫୋନ୍ ହେବ । ଏବେ ଫୋନର ପ୍ରଥମ ଫଟୋ ସାମ୍ନାକୁ ଆସିଛି । ଜିଓଫୋନ୍ ୫ଜି ୟୁନିଟ ଏକ ଟ୍ବିଟର ୟୁଜରଙ୍କ ଦ୍ବାରା ଏହାକୁ…

ଲଞ୍ଚ ହେବା ପୂର୍ବରୁ ଲିକ୍ ହେଲା JioPhone Nextର ଡିଟେଲ, ଜାଣନ୍ତୁ କଣ ରହିଛି ଏହାର ସ୍ପେସିଫିକେସନ

ପ୍ରାୟ ଦୁଇ ମାସ ତଳେ JioPhone Nextର ଲଞ୍ଚ ନେଇ ସୂଚନା ଦିଆଯାଇଥିଲା । ସେପ୍ଟେମ୍ବର ୧୦ରେ ଏହି ଫୋନର ବିକ୍ରି ଆରମ୍ଭ ହେବ । ଫୋନର ଲଞ୍ଚ ସ୍ୱାଧୀନତା ଦିବସରେ ହୋଇପାରେ । JioPhone Next ଏକ ଶସ୍ତା 4G ଫୋନ ହେବାକୁ ଯାଉଛି । ଯାହାର ଘୋଷଣା ଜୁନ୍ ମାସରେ ରିଲାଏନ୍ସ AGMରେ କରାଯାଇଥିଲା ।…

୪୦୦୦ ଟଙ୍କିଆ ସ୍ମାର୍ଟଫୋନ ଆଣୁଛି Jio, ରହିଛି ଏସବୁ ଦମଦାର ଫିଚର

ସବୁଠୁ ଶସ୍ତା ଆଣ୍ଡ୍ରଏଡ ଫୋନ ଲଞ୍ଚ କରିବାକୁ ଯାଉଛି ରିଲାଏନ୍ସ ଜିଓ। ଏହି ମୋବାଇଲ ତିଆରି କରିବା ପାଇଁ ଜିଓ ତରଫରୁ ଏକ ଘରୋଇ କମ୍ପାନୀ ସହ କଥାବାର୍ତ୍ତା ଆରମ୍ଭ ହୋଇସାରିଲାଣି। ତେବେ ଜିଓ କେଉଁ କମ୍ପାନୀ ସହ ମିଶି ମୋବାଇଲ ତିଆରି କରିବ ସେ ନେଇ ଏବେ ଯାଏଁ ଖୁଲାସା ହୋଇନାହିଁ। ଅନ୍ୟପଟେ ଆଗାମୀ…