Below header
Browsing Tag

Job scam

ଚାକିରି ପାଇଁ ଜମି ଘୋଟାଲା ମାମଲା : ଲାଲୁଙ୍କ ପରିବାରକୁ ଆଶ୍ୱସ୍ତି, ରାବଡି ଦେବୀ ସମେତ ଦୁଇ ଝିଅକୁ ମିଳିଲା ଜାମିନ

ଚାକିରି ପାଇଁ ଜମି ଘୋଟାଲା ମାମଲାରେ ଲାଲୁ ପ୍ରସାଦ ଯାଦବଙ୍କ ପରିବାରକୁ ଦିଲ୍ଲୀ କୋର୍ଟରୁ ଆଶ୍ୱସ୍ତି ମିଳିଛି । ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଲାଲୁ ଯାଦବଙ୍କ ପତ୍ନୀ ଏବଂ ଝିଅ ମୀସା ଭାରତୀ ଏବଂ ହେମା ଯାଦବଙ୍କୁ ଅନ୍ତରୀଣ ଜାମିନ ପ୍ରଦାନ କରିଛନ୍ତି । କୋର୍ଟ ଏହି ମାମଲାର ଶୁଣାଣି କରି ଅନ୍ୟ…

ଚାକିରି ନାଁରେ ଠକେଇ: ଭୁବନେଶ୍ୱରରୁ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଲା EOW

ଭୁବନେଶ୍ୱର (କେନ୍ୟୁଜ): ଚାକିରି ନାଁରେ ଠକେଇ। ୩ ଜଣ ଅନ୍ତଃରାଜ୍ୟ ଠକଙ୍କୁ ଗିରଫ କଳା EOW। ଭୁବନେଶ୍ୱରରୁ ୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଞ୍ଚ EOW। ହାଇଦ୍ରାବାଦର ୨ ଜଣ ଓ ବାଲେଶ୍ୱରର ଜଣେ ଗିରଫ। ଏମାନଙ୍କ ପାଖରୁ ଲ୍ୟାପଟପ୍, ୮ଟି ମୋବାଇଲ, ୧୨ଟି ଏଟିଏମ୍ ସହ ୧ ଲକ୍ଷ ଟଙ୍କା ଜବତ ହୋଇଛି ।…