Browsing Tag

jogesh singh

ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ

ସୁନ୍ଦରଗଡ ସଦର ନିର୍ବାଚନ ମଣ୍ଡଳୀର ବିଜେଡି ପ୍ରାର୍ଥୀ ଯୋଗେଶ ସିଂଙ୍କ ଭାଇଙ୍କୁ ମରଣାନ୍ତକ ଆକ୍ରମଣ। ଗତାକାଲି ରାତିରେ ରାଏବଗା ନିକଟରେ କିଛି ଯୁବକ ଭୋଟରଙ୍କୁ ପ୍ରଭାବିତ କରିବାପାଇଁ ଟଙ୍କା ବାଂଟୁଥିବା ଖବର ପାଇଁ ଘଟଣାସ୍ଥଳରେ ପହଞ୍ଚିବା ବେଳେ ଯୋଗେଶ ସିଂଙ୍କ ଭାଇ ନରେଶ ପ୍ରତାପ ସିଂ ଏବଂ…

କଂଗ୍ରେସ ଛାଡ଼ି ବିଜେଡିର ହାତ ଧରିଲେ ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ

ରାଉରକେଲା(କେନ୍ୟୁଜ୍) : ଆଜି ରାଉରକେଲାରେ ସମାବେଶ କରିବେ ରାହୁଲ। ଆଉ ଆଜି କଂଗ୍ରେସ ଛାଡ଼ିଥିବା ସୁନ୍ଦରଗଡ଼ର ପୂର୍ବତନ ବିଧାୟକ ଯୋଗେଶ ସିଂ ବିଜେଡିରେ ଯୋଗ ଦେଇଛନ୍ତି। ଭୁବନେଶ୍ୱର ଦଳୀୟ କାର‌୍ୟ୍ୟାଳୟରେ ବିଜେଡି ସଭାପତି ନବୀନ ପଟ୍ଟନାୟକଙ୍କ ଉପସ୍ଥିତିରେ ସେ ଶଙ୍ଖ ଧରିଛନ୍ତି। ତାଙ୍କ ସହ…

ବିଜେଡିରେ ଯୋଗଦେବେ ଯୋଗେଶ ସିଂ,ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ କଂଗ୍ରେସରୁ କରାଯାଇଥିଲା ନିଲମ୍ବନ

ସୁନ୍ଦରଗଡ଼ : ଶଙ୍ଖ ଫୁଙ୍କିବେ ଯୋଗେଶ ସିଂ । ଆସନ୍ତା ୬ ତାରିଖ ଦିନ ଭୁବନେଶ୍ୱରରେ ଯୋଗେଶ ବିଜେଡିରେ ଯୋଗଦେବେ । ନିଜ ସମର୍ଥକଙ୍କ ସହ ବିଜେଡିରେ ସାମିଲ ହେବେ ବୋଲି କହିଛନ୍ତି । ଦଳ ବିରୋଧୀ କାର୍ଯ୍ୟ ଅଭିଯୋଗରେ ଯୋଗେଶଙ୍କୁ କଂଗ୍ରେସରୁ ନିଲମ୍ବନ କରାଯାଇଥିଲା । ଏହା ପରେ ସେ କଂଗ୍ରେସ ଓ…

ବିଧାୟକ ଯୋଗେଶ ସିଂଙ୍କ ଉପରେ କଂଗ୍ରେସର ଆକ୍ସନ, ଦଳ ବିରୋଧୀ କାର୍ଯ୍ୟ ପାଇଁ ନିଲମ୍ବିତ

ଭୁବନେଶ୍ବର(କେନ୍ୟୁଜ୍ ) : ନବ ଦାସଙ୍କ ଇସ୍ତଫା ପରେ ଆକ୍ସନ ମୁଡରେ କଂଗ୍ରେସ । ବିଧାୟକ ଯୋଗେଶ ସିଂ କଂଗ୍ରେସରୁ ନିଲମ୍ବିତ। ଦଳ ବିରୋଧୀ କାର‌୍ୟ୍ୟ ଅଭିଯୋଗରେ ଯୋଗେଶ ସିଂଙ୍କୁ ଦଳରୁ ନିଲମ୍ବିତ କରାଯାଇଛି। ଗତକାଲି ଶୃଙ୍ଖଳା କମିଟି ବୈଠକରେ ଏନେଇ ବିଚାରବିମର୍ଶ କରାଯାଇଥିଲା। ନିଲମ୍ବନ ନେଇ…

ହାତ ଛାଡି ଶଙ୍ଖ ଫୁଙ୍କିପାରନ୍ତି ପ୍ରକାଶ ବେହେରା, ଯୋଗେଶ ସିଂ ଏବଂ ପ୍ରଫୁଲ ମାଝୀ

ଭୁବନେଶ୍ବର : ନବଙ୍କ ରାସ୍ତାରେ ଯିବେ କି ପ୍ରକାଶ ବେହେରା, ଯୋଗେଶ ସିଂ ଏବଂ ପ୍ରଫୁଲ ମାଝୀ ? ଏହି ୩ କଂଗ୍ରେସ ବିଧାୟକ ବିଜେଡିରେ ସାମିଲ ହେବା ନେଇ ଚାଲିଛି ଚର୍ଚ୍ଚା । ସାଲେପୁର ବିଧାୟକ ପ୍ରକାଶ ବେହେରା ପୂର୍ବରୁ ବିଜେଡି ସରକାରଙ୍କ କାର୍ଯ୍ୟକ୍ରମକୁ ନେଇ ସକରାତ୍ମକ ମନୋଭାବ ପୋଷଣ କରିଛନ୍ତି…