Below header
Browsing Tag

johannesburg

SA ଟି୨୦ ଲିଗ୍‌ : ୱେଷ୍ଟଇଣ୍ଡିଜ ଖେଳାଳିଙ୍କୁ ବନ୍ଧୁକ ଦେଖାଇ ଲୁଟିନେଲେ ଦୁର୍ବୃତ୍ତ, ସୁରକ୍ଷାକୁ ନେଇ ବଢିଲା ଚିନ୍ତା

ଦକ୍ଷିଣ ଆଫ୍ରିକାରେ ଏବେ ଏସଏ ଟି୨୦ କ୍ରିକେଟ ଲିଗ୍‌ ଚାଲିଛି । ଏହି ଲିଗ୍‌ ଚାଲିଥିବା ବେଳେ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ଏଠାରେ ୱେଷ୍ଟଇଣ୍ଡିଜର ଷ୍ଟାର କ୍ରିକେଟର ଫାବିଆନ୍‌ ଏଲନଙ୍କ ଠାରୁ ଲୁଟ୍‌ ହୋଇଛି । ତାଙ୍କ ମୁଣ୍ଡରେ ବନ୍ଧୁକ ଲଗାଇ ଲୁଟିନେଇଛନ୍ତି ଦୁର୍ବୃତ୍ତ । ଘଟଣାଟି…

ଜୋହାନ୍ସବର୍ଗରେ ନିଆଁର ତାଣ୍ଡବ; ବହୁମହଲା କୋଠାରେ ଭୀଷଣ ଅଗ୍ନିକାଣ୍ଡ, ୫୨ ଜଣଙ୍କ ମୃତ୍ୟୁ

ଦକ୍ଷିଣ ଆଫ୍ରିକାର ଜୋହାନ୍ସବର୍ଗରେ ଏକ ବହୁମହଲା କୋଠାରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି। ଏହି ଅଗ୍ନିକାଣ୍ଡରେ ୫୨ ଜଣଙ୍କର ମୃତ୍ୟୁ ହୋଇଛି। ୪୩ ଜଣ ନିଆଁରେ ପୋଡ଼ି ହୋଇ ଗୁରୁତର ଆହତ ହୋଇଥିବା ସୂଚନା ରହିଛି। ଆହତମାନଙ୍କୁ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି। ଗୁରୁବାର ସକାଳେ ଏହି…

ଜୋହନ୍ସବର୍ଗରେ ପ୍ରଧାନମନ୍ତ୍ରୀ, ବ୍ରିକ୍ସ ବିଜନେସ୍ ମଞ୍ଚରେ କହିଲେ ଭାରତ ହେବ ବିଶ୍ବର ଗ୍ରୋଥ୍ ଇଞ୍ଜିନ

ନୂଆଦିଲ୍ଲୀ : ଭାରତ ହେବ ବିଶ୍ବର ଗ୍ରୋଥ୍ ଇଞ୍ଜିନ । ଖୁବଶୀଘ୍ର ୫ ଟ୍ରିଲିୟନର ଅର୍ଥନୀତି ହାସଲ କରିବ । ବ୍ରିକ୍ସ ବିଜନେସ୍ ଫୋରମକୁ ସମ୍ବୋଧିତ କରି ଏହା କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ପ୍ରଯୁକ୍ତି ବିଦ୍ୟା ଯୋଗୁଁ ଦୁର୍ନୀତି, ଭ୍ରଷ୍ଟାଚାର ଅନେକାଂଶରେ କମିଛି । ଖୁବଶୀଘ୍ର ଭାରତ…

ଜୋହାନ୍ସବର୍ଗରେ ଫୁଟିଲା ରାସ୍ତା, ପବନରେ ଉଡିଲା ଗାଡି ; ୯ ଜଣ ଗୁରୁତର, ଭିଡିଓ ଭାଇରଲ

ପ୍ରକୃତି ଯେତିକି ସୁନ୍ଦର, ସେତିକି ଭୟଙ୍କର ମଧ୍ୟ । ପ୍ରକୃତିର ତାଣ୍ଡବ ବିଷୟରେ ଅନୁମାନ କରିବା ଅସମ୍ଭବ । ସୋସିଆଲ ମିଡିଆରେ ଏମିତି କେତେକ ଭିଡିଓ ନିଶ୍ଚିତ ଦେଖିଥିବେ । କିନ୍ତୁ ସାଉଥ ଆଫ୍ରିକାର ଜୋହାନ୍ସବର୍ଗରେ ଏମିତି ଏକ ଭିଡିଓ ରେକର୍ଡ ହୋଇଛି, ଯାହାକୁ ଦେଖିଲ ଆପଣ ନିଶ୍ଚିତ ଭାବେ ଚମକି…

ସାଉଥ ଆଫ୍ରିକାରେ ବିଷାକ୍ତ ଗ୍ୟାସ୍‌ ଲିକ୍‌, ୨୪ ମୃତ

ସାଉଥ ଆଫ୍ରିକାର ରାଜଧାନୀ ଜୋହାନ୍ସବର୍ଗ ଝୁଗୀ ବସ୍ତିରେ ବିଷାକ୍ତ ଗ୍ୟାସ୍ ଲିକ୍ ଯୋଗୁ ୨୪ ଜଣଙ୍କ ମୃତ୍ୟୁ ହୋଇଛି ।। ମୃତକଙ୍କ ମଧ୍ୟରେ କିଛି ମହିଳା ଓ ଛୋଟ ପିଲା ମଧ୍ୟ ରହିଛନ୍ତି। ଘଟଣାଟି ବୁଧବାର ରାତିରେ ଘଟିଛି । ସୂଚନା ମୁତାବକ, ଜୋହାନ୍ସବର୍ଗର ପୂର୍ବ ପ୍ରାନ୍ତରେ ଥିବା ବୋକ୍ସବର୍ଗର…

ଜୋହାନ୍ସବର୍ଗ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ, ଅସମାପ୍ତ ୩୫ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା

କେନ୍ଯୁଜ୍: ଜୋହାନ୍ସବର୍ଗ ଦ୍ୱିତୀୟ ଟେଷ୍ଟର ଆଜି ଦ୍ୱିତୀୟ ଦିନ । ଗତକାଲିର ଅସମାପ୍ତ ୩୫ରନରୁ ଖେଳ ଆରମ୍ଭ କରିବ ଦକ୍ଷିଣ ଆଫ୍ରିକା । ଘରୋଇ ଦଳ ଗୋଟିଏ ଓ୍ଵିକେଟ ହରାଇଛି । ଗତକାଲି ଦକ୍ଷିଣ ଆଫ୍ରିକା ବୋଲରଙ୍କ ଘାତକ ବୋଲିଂକୁ ସାମ୍ନା କରିନପାରି ଭାରତ ପ୍ରଥମ ଇନିଂସରେ ୨୦୨ ରନ୍‌ରେ ଅଲଆଉଟ୍‌…