Browsing Tag

john oliver

କ୍ୟାନ୍‌ସରକୁ ମାତ୍‌ ଦେଲେ ଏହି ୬ ବର୍ଷର ବାଳକ, ଶେଷ କେମୋଥେରାପି ପରେ ପହଞ୍ଚିଲେ ସ୍କୁଲ, ଦେଖନ୍ତୁ କେମିତି ସ୍ୱାଗତ…

ସୋସିଆଲ ମିଡିଆରେ ଜଣେ ୬ ବର୍ଷ ବାଳକର ଭିଡିଓ ଖୁବ୍‌ ଭାଇରାଲ ହେଉଛି, ଯାହାକି ଲୋକଙ୍କୁ ଭାବୁକ କରିଦେଇଛି। ଆମେରିକାର ଓହିୟାଁରେ ରହୁଥିବା ଜନ୍‌ ଓଲିଭର୍‌ ଜିପ୍ପି ନାମକ ଏହି ବାଳକ କ୍ୟାନ୍‌ସରକୁ ହରାଇ ୩ ବର୍ଷ ପରେ ସ୍କୁଲ ଫେରିଛନ୍ତି। ଜନ୍‌ଙ୍କ ଭଳି ଜଣେ ଧୌଯ୍ୟର୍ବାନ୍‌ ଛାତ୍ରଙ୍କୁ ଲମ୍ବା…