Browsing Tag

joranda mela dhenkanal

ଆଜିଠୁ ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା, ଦେଶବିଦେଶରୁ ମହିମା ସାଧୁଙ୍କ ହେଉଛି ସମାଗମ

ଢେଙ୍କାନାଳ (କେନ୍ୟୁଜ): ଆଜିଠୁ ଢେଙ୍କାନାଳର ବିଶ୍ବ ପ୍ରସିଦ୍ଧ ଯୋରନ୍ଦା ମେଳା । ଦେଶବିଦେଶରୁ ହଜାର ହଜାର ସାଧୁସନ୍ଥଙ୍କ ସହ ଲକ୍ଷ ଲକ୍ଷ ଶ୍ରଦ୍ଧାଳୁଙ୍କ ସମାଗମ ହେବ ମାଘ ମେଳାରେ । ସନ୍ଧ୍ୟା ୫ଟା ୫ରେ ଗାଦି ମନ୍ଦିରରେ ଝାଡ଼ରେ ଅଗ୍ନି ସଂଯୋଗ ହେବ । ବିଶ୍ଵର ମଙ୍ଗଳ ପାଇଁ ମହଣ, ମହଣ ଘିଅରେ…

ଆଜିଠୁ ଆରମ୍ଭ ହେଲା ବିଶ୍ୱ ପ୍ରସିଦ୍ଧ ଯୋରନ୍ଦା ମେଳା : ଦେଶବିଦେଶରୁ ମହିମା ସାଧୁଙ୍କ ହେଉଛି ସମାଗମ

ଢେଙ୍କାନାଳ (କେନ୍ୟୁଜ): ଆଜିଠୁ ଯୋରନ୍ଦା ମାଘ ମେଳା । ୧୫୦ ତମ ଯୋରନ୍ଦା ମେଳା ଅବସରରେ ମହିମା ଗାଦିରେ ସାଧୁସନ୍ଥଙ୍କ ଭିଡ଼ । ରାଜ୍ୟ ଓ ରାଜ୍ୟବାହାରୁ ସାଧୁସନ୍ଥ ଆସି ଯୋରନ୍ଦାରେ ପହଞ୍ଚିଛନ୍ତି। ଏଥର ବିନା କଟକଣାରେ ହେବ ଯୋରନ୍ଦା ମେଳା ହେଉଥିବାରୁ ୭ରୁ ୮ଲକ୍ଷ ସାଧୁସନ୍ଥ ଓ ଶ୍ରଦ୍ଧାଳୁଙ୍କ…

ଢ଼େଙ୍କାନାଳ ଯୋରନ୍ଦା ମହିମା ପୀଠରେ ୧୪୪ ଧାରା ଜାରି, ଚାଲିଛି ଉଚ୍ଛେଦ ପ୍ରକ୍ରିୟା

ଢ଼େଙ୍କାନାଳ(କେନ୍ୟୁଜ୍): ଢ଼େଙ୍କାନାଳ, ଯୋରନ୍ଦା ମହିମା ପୀଠ ରେ ୧୪୪ ଧାରା ଜାରି। ଗାଦି ମନ୍ଦିର ତୃତୀୟ ବେଢା ମଧ୍ୟରୁ କୌପୁନି ସମାଜଙ୍କ ବତୀ ମନ୍ଦିର, ଟୁଙ୍ଗି, ଧୂନି ମନ୍ଦିର, ଭେକ ମନ୍ଦିର ଉଚ୍ଛେଦ ପ୍ରକ୍ରିୟା ଜାରି । ଘଟଣା ସ୍ଥଳରେ ୪ ପ୍ଲାଟନ ଫୋର୍ସ ମୁତୟନ।ଆଜି ସକାଳ ୧୦ ଘଟିକା ସମୟରେ…

ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଯୋରନ୍ଦା ମେଳା: ସାଧାରଣ ଲୋକ, ଜିଲ୍ଲା ଓ ରାଜ୍ୟ ବାହାରୁ ଆସୁଥିବା ସାଧୁସନ୍ଥଙ୍କୁ…

ଢେଙ୍କାନାଳ : ଢେଙ୍କାନାଳ ଯୋରନ୍ଦା ସ୍ଥିତ ମହିମା ଗାଦିରେ ଆଜିଠୁ ଆରମ୍ଭ ହୋଇଛି ପ୍ରସିଦ୍ଧ ଯୋରନ୍ଦା ମେଳା। ତିନି ଦିନ ଧରି ଚାଲିବ ମହିମା ଧର୍ମର ବାର୍ଷିକ ମେଳା। ବିଶ୍ୱର ମଙ୍ଗଳ ପାଇଁ ଝାଡ ଜଳିବ। ତେବେ କରୋନା ସଂକ୍ରମଣ ଯୋଗୁଁ ଚଳିତ ବର୍ଷ ଜିଲ୍ଲା ବାହାରର ସାଧୁ ଓ ଶ୍ରଦ୍ଧାଳୁଙ୍କୁ…