Browsing Tag

jumped into the mahanadi river

ହାତରେ ଫାଇଲ୍ ଧରି ମହାନଦୀକୁ ଡେଇଁଲେ ଯୁବତୀ, ଅଳ୍ପକେ ଜୀବନ ବଞ୍ଚାଇଦେଲେ ସ୍ଥାନୀୟ ମତ୍ସଜୀବୀ

ବାଙ୍କୀ: ମହାନଦୀକୁ ଡେଇଁଲେ ଯୁବତୀ । ଆଜି ପୂର୍ବାହ୍ନ ୧୦ଟା ବେଳେ ଜଣେ ଯୁବତୀ ହାତରେ ଫାଇଲ୍ ଧରି ଜାତମୁଣ୍ଡିଆ ସୁବର୍ଣ୍ଣପୁର ହାଇଲେବଲ ବ୍ରିଜ୍ ଉପରେ ଚାଲି ଚାଲି ଆସି ହଠାତ୍ ମହାନଦୀ ଭିତରକୁ ଡେଇଁ ପଡିଥିଲେ । ମହାନଦୀକୁ ଯୁବତୀ ଡେଇଁବା ଦେଖି ରାସ୍ତାରେ ଯାତାୟତ କରୁଥିବା ଲୋକେ ନିକଟସ୍ଥ…