Below header
Browsing Tag

kalahandi news

କଳାହାଣ୍ଡି ଢେପଗୁଡା ଜଙ୍ଗଲଠାରେ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ଘଟଣା, ୮ ଅଭିଯୁକ୍ତ ଗିରଫ୍

କଳାହାଣ୍ଡି : କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଢେପଗୁଡା ଜଙ୍ଗଲଠାରେ ଏକ ଗାଡି ଡ୍ରାଇଭରଙ୍କଠାରୁ ଡକାୟତି ହୋଇଥିବା ଘଟଣାରେ ବିଶ୍ୱନାଥପୁର ଥାନା ପୋଲିସ ୮ ଅଭିଯୁକ୍ତଙ୍କୁ ଗିରଫ୍ କରି କୋର୍ଟ ଚାଲାଣ କରିଛି। ସେପ୍ଟେମ୍ବର ୨୩ ତାରିଖରେ ଗୋଟିଏ କୋଇଲା ବୋଝେଇ ଟ୍ରକ ଆନ୍ଧ୍ରପ୍ରଦେଶରୁ…

ବାପା ନାମଲେଖା ଫି ନଦେଇ ପାରିବାରୁ କିଟନାଶକ ପିଇ ଆତ୍ମହତ୍ଯା କଲେ ଛାତ୍ର

କଳାହାଣ୍ଡି: ବାପା ନାମଲେଖା ଫି ନ ଦେଇ ପାରିବାରୁ ଆତ୍ମହତ୍ଯା ଭଳି କଠୋର ନିଷ୍ପତି ନେଲା ପୁଅ । ଏଭଳି ଏକ ଘଟଣା ଦେଖିବାକୁ ମିଳିଛି କଳାହାଣ୍ଡି ଜିଲ୍ଲା ନାକରୁଣ୍ଡି ପଂଚାୟତ କେଲୁଆ ଗାଁରେ । ଗାଁର ସଞ୍ଜୟ ମାଝୀ କିଟନାଶକ ପିଇ ପ୍ରଥମେ ଗୁରୁତର ହୋଇଯିବାରୁ ତାଙ୍କୁ ଭବାନୀପାଟଣା ମୁଖ୍ଯ…

ବିଜୁଳିରେ ଝଲସିଲା କଳାହାଣ୍ଡି: ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପ ଭିଡିଓ କନ୍‌ଫରେନ୍‌ସିଂରେ ଉଦଘାଟନ କଲେ…

କଳାହାଣ୍ଡି: ଇନ୍ଦ୍ରାବତୀ ବିଜୁଳିରେ ଝଲସିଲା କଳାହାଣ୍ଡି । ବିଦ୍ୟୁତ୍‌ ସେବା କ୍ଷେତ୍ରରେ ଯୋଡି ହେଲା ନୂଆ ଫର୍ଦ୍ଦ। ପୂରଣ ହେଲା କଳାହାଣ୍ଡିବାସୀଙ୍କ ଦୀର୍ଘ ଦିନର ଆଶା । ଇନ୍ଦ୍ରାବତୀ ଜଳ ବିଦ୍ୟୁତ ପ୍ରକଳ୍ପରୁ ବିଜୁଳି ସଂଯୋଗ। ଗାନ୍ଧୀ ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ଏହି ପ୍ରକଳ୍ପକୁ ଭିଡିଓ…

କଳାହାଣ୍ଡି କୁଲାନାଳ ଗାଁରେ ଅଘଟଣ: ମହୁମାଛି ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ

କଳାହାଣ୍ଡି : ମହୁମାଛି ଆକ୍ରମଣରେ ଗଲା ୨ ଜଣଙ୍କ ଜୀବନ । ୭ ଜଣ ଆହତ ହୋଇଥିବା ବେଳେ ଜଣଙ୍କ ଅବସ୍ଥା ଗୁରୁତର ରହିଛି । କଳାହାଣ୍ଡି ଜିଲ୍ଲା ବିଶ୍ୱନାଥପୁର ଥାନା ଲାଞ୍ଜି ପଞ୍ଚାୟତ କୁଲାନାଳ ଗାଁରେ ଏପରି ଅଘଟଣ ଘଟିଛି । ଗାଁର ଦଶ ଜଣ ବ୍ୟକ୍ତି ଜଙ୍ଗଲକୁ କାଠ କାଟିବାକୁ ଯାଇଥିବା ବେଳେ ୭ ଜଣ…

କଳାହାଣ୍ଡି: ଆମପାଣି ରାଜସ୍ୱ ନିରୀକ୍ଷକ ଲାଞ୍ଚ ନେଉଥିବାର ଭିଡିଓ ଭାଇରାଲ୍, ରାଜ୍ୟ ସରକାରଙ୍କ ୫ଟି ଓ ‘ମୋ ସରକାର’କୁ…

କଳାହାଣ୍ଡି: ସରକାର ଦୁର୍ନୀତି ମୁକ୍ତ ବ୍ଯବସ୍ଥା ପାଇଁ ଅନେକ ପଦକ୍ଷପ ଗ୍ରହଣ କରୁଛନ୍ତି । ଏଥିପାଇଁ ଅନେକ ସରକାରୀ ଅଧିକାରୀଙ୍କୁ ଗୁରୁ ଦାୟିତ୍ବ ମଧ୍ଯ ଦିଆଯାଇଛି। ହେଲେ କେଉଁଠି ନା କେଉଁଠି କିଛି  ଦୁର୍ନୀତିଗସ୍ତ କର୍ମଚାରୀ ନିଜର କଳା କାରନାମା ଜାରି ରଖିଛନ୍ତି । ଏମିତି ଏକ ଘଟଣା…

କଳାହାଣ୍ଡିରେ ଆନ୍ତଃରାଜ୍ୟ ବାଇକ ଚୋରି ର‍୍ୟାକେଟର ପର୍ଦ୍ଦାଫାଶ: ୩୯ ବାଇକ ଜବତ, ମାଷ୍ଟର ମାଇଣ୍ଡ ସମେତ ୧୧ ଗିରଫ

କଳାହାଣ୍ଡି: ଏବେ କିଛି ଦିନ ହେବ କରୋନା ପାଇଁ ଥମିଯାଇଥିଲା ଅପରାଧୀଙ୍କ କଳାକାରନାମା । ହେଲେ ପୁଣି ସେମାନଙ୍କ ଉପଦ୍ରବ ଆରମ୍ଭ ହୋଇଛି। ଚୋର ସବୁବେଳେ ଭାବେ କି ସେ ପ୍ରତିଥର ଅପରାଧ କରି ଖସିଯିବ । ହେଲେ ଦିନେ ନ ଦିନେ ସେ ପୋଲିସ୍ କବଜାରେ ପଡେ। ଏବେ ଚାରିଆଡେ କରୋନା ମୁକାବିଲା ପାଇଁ…