Below header
Browsing Tag

kalashtami brata

ଶନି ଏବଂ ରାହୁଙ୍କ ବାଧାରୁ ମୁକ୍ତି ପାଇବା ପାଇଁ ଭଗବାନ ଭୈରବଙ୍କୁ କରନ୍ତୁ ପୂଜା, ଆପଣାନ୍ତୁ ଏହି ଉପାୟ

ଆଷାଢ ମାସର କାଳାଷ୍ଟମୀ ବ୍ରତ ଆଜି ପଡୁଛି। ଆଜିର ଦିନ କାଳ ଭୈରବଙ୍କ ପୂଜା କରାଯାଏ। ଭଗବାନ ଭୈରବଙ୍କୁ ଶିବଙ୍କର ରୌଦ୍ର ରୂପ ଭାବେ ଜଣାଯାଏ। ଭଗବାନ ଭୈରବଙ୍କୁ ବିଭିନ୍ନ ରୂପରେ ପୂଜା କରାଯାଏ। ମାନ୍ୟତା ଅନୁସାରେ ଶନି ଏବଂ ରାହୁଙ୍କ ବାଧାରୁ ମୁକ୍ତି ପାଇବା ପାଇଁ ଭଗବାନ ଭୈରବଙ୍କ ପୂଜା କରିବା…

ରୋଗ ଓ ଅକାଳ ମୃତ୍ୟୁରୁ ମୁକ୍ତି ପାଇବା ପାଇଁ କରନ୍ତୁ କାଳାଷ୍ଟମୀ ବ୍ରତ; ଜାଣି ରଖନ୍ତୁ ପୂଜା ବିଧି ଓ ଶୁଭ ମୁହୂର୍ତ୍ତ

କାଳାଷ୍ଟମୀ ବ୍ରତ ଭଗବାନ ଶିବଙ୍କ ରୁଦ୍ର ଅବତାର ‘କାଳଭୈରବ’ଙ୍କୁ ସମର୍ପଣ ରହିଛି। ପ୍ରତିମାସ କୃଷ୍ଣପକ୍ଷ ଅଷ୍ଟମୀ ତିଥିରେ ଏହି ବ୍ରତ ରଖାଯାଇଥାଏ। ବୈଶାଖ ମାସର କାଳାଷ୍ଟମୀ ବ୍ରତ ଏପ୍ରିଲ ୨୩ ତାରିଖ ଶନିବାର ପାଳନ କରାଯିବ। ଏହି ଦିନ କାଳଭୈରବଙ୍କୁ ବିଧି ବିଧାନର ସହ ପୂଜା କରାଯାଇଥାଏ। ବିଶେଷ…

କେଉଁଦିନ ପାଳନ କରାଯାଏ କାଳାଷ୍ଟମୀ ବ୍ରତ, ଜାଣନ୍ତୁ ପୂଜା କରିବାର ସଠିକ ସମୟ ଓ ବିଧି

କାଳାଷ୍ଟମୀ ବ୍ରତ ବା କାଳଭୈରବ ଜୟନ୍ତୀ ବର୍ଷକୁ ଥରେ ପାଳନ କରାଯାଏ। କାଳାଷ୍ଟମୀ ବ୍ରତ ପ୍ରତ୍ଯେକ ମାସ କ୍‌ଷ୍ଣପକ୍ଷ ଅଷ୍ଟମୀ ତିଥିରେ ପାଳନ କରାଯାଏ। ଏହି ଦିନ କାଳଭୈରବଙ୍କୁ ପୂଜା କରାଯାଏ। ଯାହା ଭଗବାନ ଶିବଙ୍କ ରୌଦ୍ର ରୂପ ଭାବେ ଅନ୍ଯତମ। ଏହାକୁ ମଧ୍ୟ ଭୈରବ ଅଷ୍ଟମୀ ନାମରେ ମଧ୍ୟ ଜଣାଯାଏ।…