Browsing Tag

kalesi

ଭଦ୍ରକ : ନନାଙ୍କୁ ମହାଦେବ କାଳେସୀଙ୍କ ମହାମାଡ଼, ମାଟି ତଳୁ ଶିବଲିଙ୍ଗ ବାହାରିବା ପରେ ଘଟିଛି ଘଟଣା

ଭଦ୍ରକ : ସାରା ରାଜ୍ୟରେ ଏଇ ଖବରଟି ନିଆଁ ଭଳି ମାଡ଼ି ସାରିଛି । ମାଟି ଖୋଳୁ ଖୋଳୁ ବାହାରିଲେ ମହାଦେବ । ଏହି ଅଲୌକିକ ଘଟଣାଟି ଘଟିଛି ଭଦ୍ରକ ବ୍ଳକ୍‌ ଗୋରାମାଟି ପଞ୍ଚାୟତର ଚକପୁର ଗାଁରେ । ପଂଚାୟତ ପଡିଆରେ ପାର୍କ ନିର୍ମାଣ ପାଇଁ ମାଟି ଖୋଳିବା ସମୟରେ ଟ୍ରାକ୍ଟର ମୁନରେ ଏକ ପଥରେ ବାଜିଥିଲା ।…