Browsing Tag

kaliki avtar

କଳିଯୁଗ ଅନ୍ତ ହେବାର ଏହା ହେଉଛି ୧୩ ସଙ୍କେତ , ବିଷ୍ଣୁ ପୁରାଣରେ ଭଗବାନ୍ କରିଛନ୍ତି ଭବିଷ୍ୟବାଣୀ

ଅନେକ ସମୟରେ ଦୁନିଆ ଶେଷ ହୋଇ ଯିବାର ଗୁଜବ ଶୁଣିବାକୁ ମିଳେ । ଖାସ୍ କରି ୨୦୧୨ରେ ଏଭଳି ଏକ ଖବର ବେଶ୍ ଚର୍ଚ୍ଚାରେ ଥିଲା । ଅନେକ ଗଣମାଧ୍ୟମ ମଧ୍ୟ ଏହି ଖବରକୁ ହେଡଲାଇନ୍ କରି ପ୍ରସାରିତ କରିଥିଲେ । ଏହା ଉପରେ କିଛି ବୈଜ୍ଞାନିକ ରିସର୍ଚ୍ଚ କରିଥିଲେ । କିନ୍ତୁ ଖବରଟି କେତେ ସତ କେତେ ମିଛ ଆପଣ…