Browsing Tag

kalimela murder

କାଲିମେଳା: ସ୍ତ୍ରୀକୁ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କଲା ନିର୍ଦ୍ଦୟ ସ୍ୱାମୀ

କାଲିମେଳା: ସ୍ତ୍ରୀକୁ ଟାଙ୍ଗିଆରେ ବୀଭତ୍ସ ଭାବେ ହତ୍ୟା କଲା ସ୍ୱାମୀ l ଏହି ଭଳି ଲୋମଟାଙ୍କୁରା କାରୀ ଦୃଶ୍ୟ ଦେଖିବାକୁ ମିଳିଛି ମାଲକାନଗିରି ଜିଲ୍ଲା କାଲିମେଳା ବ୍ଲକ ଅନ୍ତର୍ଗତ ଏମ୍:ଭି-୭୨ ଗ୍ରାମରେ l ସ୍ୱାମୀ ଭୀମଲ ମିସ୍ତ୍ରୀ ଓ ସ୍ତ୍ରୀ ଦୁଲାଲି ମିସ୍ତ୍ରୀ ମଧ୍ୟରେ ପ୍ରତିଦିନ ଯୁକ୍ତିତର୍କ…

ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟା : ଗଳାକାଟି ମାରିଦେବା ପରେ ମୁଣ୍ଡକୁ ପୋଡ଼ି ଦେଲେ ଦୁର୍ବୃତ୍ତ

କାଲିମେଳା: ଗୁଣି ଗାରେଡି ସନ୍ଦେହରେ ବିଭତ୍ସ ହତ୍ୟାକାଣ୍ଡ । ଗାଁର ଜଣେ ବ୍ୟକ୍ତିଙ୍କ ଗଳାକାଟି ହତ୍ୟା କରିବା ସହ ପ୍ରମାଣ ନଷ୍ଟ କରିବା ପାଇଁ ମୁଣ୍ଡକୁ ପୋଡ଼ିଦେଇ, ଶରୀରକୁ ଶାବେରୀ ନଦୀ କୂଳରେ ପୋତି ଦେଇଥିବା ଜଣାପଡିଛି । ମାଲକାନାଗିରି ଜିଲ୍ଲା ପଡିଆ ବ୍ଳକ ନନ୍ଦାଗୁଡା ଗାଁରେ ଘଟିଛି ଏହି…