ଶେଫାଳୀ ଡିଜାଇନର୍ ହାଉସ୍ର ମିଳିତ ସହଯୋଗ କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଦୁଇ ଦିନିଆ କ୍ରିତନ୍ତୁଜା…
ଭୁବନେଶ୍ବର(କେନ୍ୟୁଜ୍): ଜାତୀୟ ହସ୍ତତନ୍ତ ଦିବସ ଅବସରରେ ରବିବାର କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ପକ୍ଷରୁ ଦୁଇ ଦିନିଆ କ୍ରିତନ୍ତୁଜା ପ୍ରଦର୍ଶନୀ ୨୦୨୨ ଉଦ୍ଘାଟିତ ହୋଇଯାଇଛି । ସେଫାଳୀ ଡିଜାଇନର୍ ହାଉସ୍ ଓ କିଟ୍ ଫେସନ୍ ଟେକ୍ନୋଲୋଜି ସ୍କୁଲ୍ ମିଳିତ ସହଯୋଗରେ ଅଗଷ୍ଟ ୭ ଓ ୮…